ବଲାଙ୍ଗିର ଜିଲ୍ଲାରୁ ଆଜି ୧୪୪ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୪୪ ରହିଥିବା ସରକାରୀ ସୁତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୭ଜଣ, ବଲାଙ୍ଗିର ବ୍ଲକରୁ ୧୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୨୯ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ୧୬ଜଣ, ଦେଓଗାଁ ବ୍ଲକରୁ ୯ଜଣ, ଗୁଡଭେଲା ବ୍ଲକରୁ ୮ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୧୦ଜଣ, ଲୋଇସିଂହା ବ୍ଲକରୁ ୧୦ଜଣ, ମୁରିବାହାଲ ବ୍ଲକରୁ ଜଣେ, ପଟଣାଗଡ ବ୍ଲକରୁ ଜଣେ, ପୁଇଁନ୍ତଳା ବ୍ଲକରୁ ୯ଜଣ, ସଇଁନ୍ତଲା ବ୍ଲକରୁ ୧୬ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ଜଣେ, ଟିଟିଲାଗଡ ସହରାଞ୍ଚଳରୁ ୩ଜଣ, ତୁରେକେଲା ବ୍ଲକରୁ ୫ଜଣ ଓ ତୁଷୁରା ରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧୦୮୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୮୮୮୯ ଜଣ ସ୍ୱସ୍ଥ ହୋଇଥିବା ବେଳେ ୨୧୩୪ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

1 × 3 =

error: Content is protected !!