Daily Archives

ଛତ୍ରପୁର ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ବସିବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ହସ୍ପିଟାଲର ସ୍ୱାର୍ଥ ଦୃଷ୍ଟିରୁ ଏକ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହେବାର ଯୋଜନା ରହିଛି । ଏନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରୁ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ
Read More...

ତୁରେକେଲା ବ୍ଲକର ବିଡିଓଙ୍କ ବଦଳି ଦାବୀ କଲେ ପଂଚାୟତ ଅଧ୍ୟକ୍ଷା : ବି.ଡି.ଓ.ଙ୍କ ମନମୁଖୀ କାମ ସହ ଦୁର୍ନୀତି ଅଭିଯୋଗ…

କଂଟାବାଂଜି, (ମନୀଶ କୁମାର ହଂସ) : : ବି.ଡି.ଓ.ଙ୍କ ମନମୁଖୀ କାମ ସହ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ପଂଚାୟତ ପ୍ରତିନିଧି । ବ୍ଲକ ଅଧ୍ୟକ୍ଷା ଅନୁ ଭୁଏ ଅଭିଯୋଗ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟର ବର୍ତମାନର କାର୍ଯ୍ୟରତ ବିଡିଓ ମନୋରଂଜନ ପାଣିଗ୍ରାହୀ ନିୟମିତ
Read More...

ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଦାବୀରେ ୫ଦଫା ଦାବୀପତ୍ର ପ୍ରଦାନ

କଂଟାବାଂଜି, (ମନୀଶ କୁମାର ହଂସ) : କରୋନା ମହାମାରୀ ସମୟରେ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ସରକାରୀ ଶିକ୍ଷକ ମାନଙ୍କୁ କରୋନା ଡ୍ୟୁଟି ଦିଆଯାଉଛି । ଏହି ଡ୍ୟୁଟିକୁ ଶିକ୍ଷକମାନେ ମଧ୍ୟ ସୂଚାରୁ ରୁପେ ତୁଲାଇ ଆସୁଛନ୍ତି । ଶିକ୍ଷକମାନଙ୍କୁ ରେଲବାଇ ଷ୍ଟେସନ ଓ କୋଭିଡ କେୟାର ସେଂଟରରେ ମଧ୍ୟ
Read More...

ମାହେଶ୍ୱରୀ ସଂଗଠନ ବଲାଙ୍ଗିରକୁ ଜଗନ୍ନାଥ ସୋସାଇଟି ୟୁକେ ତରଫରୁ ୧୦ ଗୋଟି ପଲ୍ସ ଅକ୍ସିମିଟର ଏବଂ ଥର୍ମାଲ ସ୍କେନର ବିତରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ବଲାଙ୍ଗିରକୁ ଜଗନ୍ନାଥ ସୋସାଇଟି ୟୁକେ ତରଫରୁ ୧୦ ଗୋଟି ପଲ୍ସ ଅକ୍ସିମିଟର ଏବଂ ଥର୍ମାଲ ସ୍କେନର ଜନସାଧାରଣଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ପଠାଯାଇଛି । ଆଜି ଷ୍ଟାଫ ପହଞ୍ଚିବା ପରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ମିଟିଂ ଜରିଆରେ ବିତରଣ
Read More...

କଣ୍ଟାମାଳ ବନାଞ୍ଚଳରେ ବିପୁଳ ପରିମାଣର କାଠ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ବନ ବିଭାଗର ୭୨ ଜଣିଆ ଏକ ସ୍ୱତନ୍ତ୍ର ଟିମ କଣ୍ଟାମାଳ ବନାଞ୍ଚଳର ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହିତ ବିପୁଳ ପରିମାଣର ଅର୍ଦ୍ଧନିର୍ମିତ ଆସବାବପତ୍ର ବନ ବିଭାଗ ଜବତ କରିଛି । ବୌଦ୍ଧ
Read More...

ସ୍ୱାସ୍ଥ୍ୟ କମିଟି ଏବଂ ଅଧିକାର ସଂଗଠନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ଦେଶରେ କରୋନା ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ଗାଇସିଲେଟ ବ୍ଲକ ଗନିଆପାଲି ଗ୍ରା.ପ ମଲମଣ୍ଡା ଗ୍ରାମରେ ସ୍ୱାସ୍ଥ୍ୟ କମିଟି ଏବଂ ଅଧିକାର ସଂଗଠନ ଦ୍ୱାରା ସଚେତନ କରାଯାଇଛି । କରୋନା ପରୀକ୍ଷା କରିବା ପାଇଁ ଲୋକେ ଭୟ କରୁଥିବା ଫଳରେ ସଂକ୍ରମଣ
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବିୟୋଗ

ବୌଦ୍ଧ, (ମମତା ମହାକୁର) : ଜିଲ୍ଲାର କଣ୍ଟାମାଲ ବ୍ଲକର ମିଳିତ ଗ୍ରାପ ହାଇସ୍କୁଲ ପଲସାଗରାର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରହରାଜଙ୍କ ଗତକାଲି ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସେ ଜଣେ ନିଷ୍ଠାବାନ ଶିକ୍ଷକ ଭାବରେ
Read More...

ସିନ୍ଦୁର ପାହାଡ଼ର ଆଉ ଏକ ଅନାଲୋଚିତ ପ୍ରସଙ୍ଗ : ପାହାଡ଼ ଶିଖରର ସିମେଂଟ ଚାନ୍ଦିନୀ

-ପ୍ରତ୍ନତାତ୍ତ୍ୱିକ ଗବେଷଣା ଦାବୀମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିରେ ପ୍ରକୃତିର କୋଳ ମଣ୍ଡନ କରିଛି ଅନେକ ଶୋଭାରାଜି । ଗିରି, କାନନରେ ବିଭୂଷିତା କଳାହାଣ୍ଡି ତାର ପ୍ରାକୃତିକ ବୈଭବ ପାଇଁ ସୃଷ୍ଟି କରିଛି ନିଜର ଏକ ସ୍ୱତନ୍ତ୍ର ପରିଚିତି । ଆଜି ବି ଅନେକ ଅନାଲୋଚିତ ଅଧ୍ୟାୟ ରହିଛି,
Read More...

ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ ବାରବନ୍ଧା ଅଂଚଳରେ ଆଜି କଳାହାଣ୍ଡିର ଉପଜିଲ୍ଲାପାଳ ସୁଶାନ୍ତ କୁମାର ସିଂହଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ନିଜେ ଉପଜିଲ୍ଳାପାଳ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଉପଲବ୍ଧି କରି
Read More...

କଳାହାଣ୍ଡି ଯୁବ କଂଗ୍ରେସ ତରଫରୁ ମ.ରାମପୁର ଅଂଚଳରେ ରନ୍ଧାଖାଦ୍ୟ ବିତରଣ

ମ.ରାମପୁର, (ହେମନ୍ତ ସାହୁ) : କରେନା କାଳ ପୁଣି ଲକଡ଼ାଉନ, ଘରୁ ବି ବାହାରିବା ମନା । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଘରୁ ନ ବାହାରିଲେ ଘରେ ଚୁଲିଜଳିବା କଷ୍ଟକର ହେଇପଡ଼େ । ଏଭଳି ଜଟିଳ ପରିସ୍ଥିତିରେ ସହାୟତାର ହାତ ବଢାଇଛି କଳାହାଣ୍ଡି ଯୁବ କଂଗ୍ରେସ । ଜିଲ୍ଲା ଯୁବକଂଗ୍ରେସ ସଭାପତି
Read More...