Daily Archives

ବଲାଙ୍ଗିର ସାଂସଦଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କ ମା’ ପ୍ରଭା ସିଂହଙ୍କ ଆଜି ସଂଧ୍ୟା ୬ଟା ସମୟରେ ପରଲୋକ ଘଟିଥିବା ସୂଚନା ମିଳିଛି । ସ୍ୱର୍ଗତ ଠାକୁର ଅମର ସିଂହ(ଆଇପିଏସ୍‌)ଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରଭା ସିଂହଙ୍କ ରାଜସ୍ଥାନ ଜୟପୁର ସ୍ଥିତ ତାଙ୍କ
Read More...

ଛତ୍ରପୁର ବଜାରରେ ଆଜି ଦିନରେ ଅସମ୍ଭାଳ ଭିଡ଼ ପାଇଁ ଆଞ୍ଚଳିକ ପ୍ରଶାସନ ହିଁ ଦାୟୀ : ସାଧାରଣରେ ଆଲୋଚନା

ଛତ୍ରପୁର , (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋଟିଏ ଜିଲ୍ଲାରେ ଦୁଇ ପ୍ରକାର ନିୟମ । ଛତ୍ରପୁର ସହରରେ ଗତକାଲି ଓ ଆଜି ମଧ୍ୟାହ୍ନ ଦୁଇ ଘଣ୍ଟା ମଧ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହେବାର ନିୟମ ଥିବା ବେଳେ ବ୍ରହ୍ମପୁର ମହାନଗରରେ ସୋମବାର ଓ ମଙ୍ଗଳବାର ଏହି ଦୁଇଦିନ ସନ୍ଧ୍ୟା ୬ଘଣ୍ଟା ଯାଏଁ
Read More...

ହରିଶଙ୍କର ପୀଠର କିମ୍ବଦନ୍ତୀ ଉପରେ ଡିସପ୍ଳେ ବୋର୍ଡଟି କଥା କହେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ମୂଖ୍ୟ ପର୍ଯ୍ୟଟନ ସ୍ଥଳୀ ପ୍ରସିଦ୍ଧ ହରିଶଙ୍କର ପୀଠ । ହରିଶଙ୍କର ମନ୍ଦିର ପାହାଡ଼ ପାଦଦେଶରେ ପ୍ରାକୃତିକ ବୃକ୍ଷରାଜି ବେଶ ମନଲୋଭା ପରିବେଶ । ଗନ୍ଧମାର୍ଦ୍ଦନ ପାହାଡ଼ ଶିଖରୁ ଝରୁଥିବା ପାପନାଶିନୀ ଝରଣା ସେଲପଥର
Read More...

ରାଜ୍ୟ ସରକାରଙ୍କ କରୋନା ଯୋଦ୍ଧା ଆଖ୍ୟା ପାଇଥିବା ସାମ୍ବାଦିକଙ୍କୁ ଇଂଜେକସନ ଦେବାକୁ ମନା କଲେ ନର୍ସ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟ ସରକାର କାର୍ୟ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ସାରିଛନ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ପାଇଁ ଆଗୁଆ କରୋନା ଟିକା ଦେବା, ଆଇସୋଲେସନ୍‌ ବ୍ୟବସ୍ଥା ଏପରି ଅନେକ ପଦକ୍ଷେପ ମାନ ଗ୍ରହଣ କରି ସାରିଛନ୍ତି
Read More...

କଟକ ସଦର ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ହେଉ : ଉତ୍କଳ ବିକାଶ ପରିଷଦ

କଟକ, ( ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ୍ ୫ନଂ ଜୋନ୍ ଆୟତପୁର ପଂଚାୟତ ଉପକଣ୍ଠ ବ୍ରାହ୍ମଣବାଡ, ଦାମୋଦରପୁରର ୧୩, ୧୪, ୧୫ ନମ୍ବର ୱାର୍ଡରେ ଜଳସଂକଟ ଅବସ୍ଥା ଭୟାନକ ରୂପନେଇଛି । ଏହି ଅଞ୍ଚଳରେ ସ୍ୱଜଳଧାରା ଯୋଜନା ଥାଇମଧ୍ୟ ସ୍ଥାନୀୟ ଲୋକମାନେ ପାଣିପାଇଁ ଡହଳବିକଳ ହେଉଥିବାର ଦେଖିବାକୁ
Read More...

ପାଇକମାଲରେ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ସକାଶେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିଜେପି ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ପାଇକମାଲ ତହସିଲଦାର ମନୋଜ କୁମାର ମେହେରଙ୍କ ଜରିଆରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପାଇକମାଲରୁ ପଦ୍ମପୁର ପଟକୁ ବିଜୁ
Read More...

ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ ଆନ୍ଦୋଳନ : ସରକାରଙ୍କ ସହ ଆଲୋଚନା ବିଫଳ

ମେ ମାସ ୧୫ ତାରିଖରୁ ସମୂହ ଛୁଟିରେ ଯିବେବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆନ୍ଦୋଳନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେଲା । ଏହି ପରିପ୍ରେକ୍ଷୀରେ ୨୦୨୧ ଏପ୍ରିଲ ୨୭ ତାରିଖରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏବଂ ବିଭାଗୀୟ ସଚିବ ଆର୍‌ ରଘୁ
Read More...

ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମି ପୂଜନ

ଦେଓଗାଁ, (ମନୀଷ କମୁାର ସାହୁ) : ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଙ୍କ ଦ୍ୱାରା ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସାରସମାଲ ଠାରେ ଥିବା ଗ୍ରାମ ପଂଚାୟତ ହାଇସ୍କୁଲରେ ୬ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ବାଳିକାମାନଙ୍କ ପାଇଁ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତ ସହାୟତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କୋଭିଡ-୧୯ର ଭୟାଭୟ ରୂପ ଦିନକୁ ଦିନ ଦେଖିବାକୁ ମିଳିଛି । ଦିନକୁ ଦିନ ଲୋକେ କରୋନାରେ ମୃତ୍ୟୁମୁଖକୁ ଠେଲି ହୋଇଯାଉଛନ୍ତି । ଠିକ୍‌ ଏତିକି ବେଳେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି, ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ
Read More...

ଛାତ୍ର ସଭାପତି ଭାବେ ପୁନଃ ମନୋନୀତ ହେଲେ ଅଙ୍କିତ ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ଜାତୀୟ ସଭାପତି ନିରଜ କୁନ୍ଦନ ଦ୍ୱାରା ଅନୁମୋଦିତ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କ ନୂତନ ତାଲିକା ପ୍ରକାଶ ପାଇଛି । ଏଥିରେ ଅଙ୍କିତ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ପୁନଃ ମନୋନୀତ
Read More...