Daily Archives

ଦେଓଗାଁ ବ୍ଲକ : ଦିନକରେ ପୁଣି ୬୧ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୬୧ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ରିପୋର୍ଟରେ ଦେଓଗାଁ ବ୍ଲକର ୬୧ଜଣଙ୍କ ମଧ୍ୟରୁ ସର୍ବାଧିକ ସାଲେପାଲି ପଞ୍ଚାୟତରୁ ୩୩ଜଣ, ଧାଣ୍ଡାମାଲ ୧୧ଜଣ, ଗୁଡ଼ଖାପଲା ୪ଜଣ, ଗାଈବାହାଲ୍, ଗୌଡଗୋଠ,
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲୁଥିବାରୁ ସରକାରୀ କାର୍ୟ୍ୟରେ ବ୍ୟାଘାତ : ଜନସାଧାରଣରେ ଅସନ୍ତୋଷ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ୟ୍ୟାଳୟର ମୂଖ୍ୟ ଫାଟକରେ ସୋମବାର ଦିନ ତାଲା ଝୁଲୁଥିବାର ଦେଖାଯାଇଥିଲା । ମୂଖ୍ୟ ଫାଟକରେ ତାଲା ମରାଯାଇଥିବାରୁ ବ୍ଲକକୁ ଜରୁରୀ କାମରେ ଆସିଥିବା ଅଂଚଳବାସୀ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
Read More...

ଛତରଦାଣ୍ଡି ସଂରକ୍ଷିତ ଜଂଗଲରୁ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କଂଟାବାଂଜି ଛତରଦାଣ୍ଡି ରିଜର୍ଭ ଫରେଷ୍ଟ ଅଧିନସ୍ଥ ରତାଖଣ୍ଡି ଜୋର ନିକଟରୁ ଏକ ଗଛରୁ ଝୁଲନ୍ତା ମୃତ ଦେହ ଆଜି ପୋଲିସ ଉଦ୍ଧାର କରିଛି । ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ ପରେ ଦେଇଥିବା ସୂଚନା ଅନୁସାରେ ମୃତକ ଜଣକ
Read More...

ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସମୀର ଦିବ୍ୟାଙ୍ଗ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲପଦର ପଞ୍ଚାୟତ ଅମଳିପାଲି ଗ୍ରାମର ଉପେନ୍ଦ୍ର ସାହୁ(୪୬) ପାରାଲିସିସ ରୋଗରେ ପୀଡିତ । ପରିବାର କହିଲେ ଆଠ ବର୍ଷର ପୁଅ ଓ ପାଞ୍ଚ ବର୍ଷର ଝିଅ ଓ ତାଙ୍କ ସ୍ତ୍ରୀ । ଟ୍ରାକ୍ଟର ଡ୍ରାଇଭର କାମ କରି ପରିବାର
Read More...

କୋସଲାଞ୍ଚଳ ପ୍ରତି କରୋନା ଚିକିତ୍ସା ଦିଗରେ ପକ୍ଷପାତ ଜନିତ ମନୋଭାବ ପୋଷଣ ନ କରୁ : କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲାଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉଦ୍‌ବେଗ ଜନକ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ମତବ୍ୟକ୍ତ କରିଛି । ଆଜି ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସମ୍ବଲପୁର ଓ ନୂଆପଡା ସମେତ ସମଗ୍ର
Read More...

ଖବର ପ୍ରସାରଣ ପରେ ମନୋଜର ଚିକିତ୍ସା ପାଇଁ ତହସିଲଦାରଙ୍କ ପକ୍ଷରୁ ସହାୟତା ପ୍ରଦାନ

ଡେଲାଙ୍ଗ, (ଦିଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ପଂଚାୟତ ଗଙ୍ଗପୁରପାଟଣା ଗ୍ରାମର ମନୋଜ ବଡଜେନା(୩୬) ଆଜକୁ ପ୍ରାୟ ୬ମାସ ହେଲା ଯକୃତ ଜନିତ ରୋଗରେ ପୀଡିତ ରହି ଶର୍ଯ୍ୟାସାଇ ହୋଇ ଘରେ ପଡିଥିବା ଏବଂ ତାଙ୍କର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଘଟଣାକୁ ନେଇ
Read More...

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା : ଆଗାମୀ ୨୪ରୁ ଘରକୁ ଘର ସର୍ଭେ, ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚମାନଙ୍କୁ…

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରାଜ୍ୟର କରୋନା ସ୍ଥିତି ଉପରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ
Read More...

ମ.ରାମପୁର ନୂତନ ବିଡ଼ିଓ ଭାବେ ଯୋଗଦେଲେ ଉତ୍ତମ କୁମାର ବାଗ

ମ.ରାମପୁର, (ହେମନ୍ତ ସାହୁ) : କଳହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଉତ୍ତମ କୁମାର ବାଗ ଯୋଗଦାନ କରିଥିବା ଜଣାଯାଇଛି । ଆଜି ସେ ବ୍ଲକ କାର୍ଯ୍ୟାଳୟକୁ ଆସି ଯୋଗଦେଇଥିବା ବେଳେ ପୂର୍ବରୁ ଏଠାରେ ଥିବା ବିଡ଼ିଓ ରୁମାନା ଜାଫ୍ରି ନୂତନ ବିଡ଼ିଓଙ୍କୁ ଦାୟିତ୍ୱ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ପାର୍‌ : ଜିଲ୍ଲାରୁ ୫୦୭, ବଲାଙ୍ଗିର ପୌରାଂଚଳରୁ ୧୦୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫ ଶହ ପାର୍‌ ହୋଇଥିବା ବେଳେ ଜିଲ୍ଲାରେ ୫୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୦୬ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.
Read More...

ଡାକ୍ତର ବାଚସ୍ପତି ଦାସଙ୍କ ବହିଷ୍କାର ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଏହି ଡାକ୍ତରଖାନାରେ ପଡୋଶୀ ବ୍ଲକ ତଥା ପଡୋଶୀ ଜିଲ୍ଲାର ରୋଗୀ ନିର୍ଭର କରନ୍ତି । ଏହି ଡାକ୍ତରଖାନା ବିଗତ ଦିନରେ ଜିଲ୍ଲା ତଥା ରାଜ୍ୟରେ ନାଁ କମେଇଥିଲା । ପୂର୍ବରୁ
Read More...