Daily Archives

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସୋରଡ଼ା କଲେଜର ଇକୋନୋମିକ୍ସ ଅଧ୍ୟାପକ ଗିରଫ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଜଣେ ଅଧ୍ୟାପକ ବର୍ଷବର୍ଷ ଧରି କରୁଥିଲେ ରାସଲୀଳା, ଧରାପଡିଲେ ଜେଲଗଲେ । ଘଟଣାଟି ଘଟିଛି, ଗଞ୍ଜାମ ଜିଲ୍ଲାର ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବହୁବାର ଦୁର୍ବ୍ୟବହାର ସହ ଦୁଷ୍କର୍ମ କରିବା ଅଭିଯୋଗରେ ଆସିକା
Read More...

ଅସହାୟ ବୃଦ୍ଧଙ୍କୁ ସହଯୋଗ କଲେ ମାହେଶ୍ୱରୀ ସଂଗଠନର ସଦସ୍ୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପୁଆ ଗ୍ରାମ ପଞ୍ଚାୟତର ଟକର୍ଲା ଗ୍ରାମର ଜଣେ ବୃଦ୍ଧଙ୍କୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ଆଜି ସାହାଯ୍ୟର ହାତ ବଢାଯାଇଛି । ତରଭା ଠାରୁ ଟକର୍ଲା ଦୂରତା ୧୬ କିମି । ବୃଦ୍ଧ ଜଣକ ହେଲେ ପରଦେଶୀ ଦୀପ (୮୨) ଭତ୍ତା ୫୦୦
Read More...

ବଲାଙ୍ଗିରରେ କରୋନା ସଂକ୍ରମଣ ସ୍ଥିତି ଉପରମୁହାଁ : ଦୁଇଟି ଅଞ୍ଚଳକୁ କନ୍‌ଟେନ୍‌ମେଣ୍ଟ ଜୋନ ଘୋଷଣା, ଅମାନିଆଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କରୋନା ସଂକ୍ରମଣ ସ୍ଥିତି ଉପରମୁହାଁ । କଡାକଡି ହେଉଛି ପ୍ରଶାସନର ନିଷ୍ପତ୍ତି । କରୋନା ସଂକ୍ରମଣ ବଢିବା ଯୋଗୁଁ ସହରର ଦୁଇଟି ଅଂଚଳରେ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ କରିଛି ପ୍ରଶାସନ । ପ୍ରତିଦିନ ଶତାଧିକ କରୋନା ସଂକ୍ରମିତଙ୍କ ଲମ୍ବା ତାଲିକା
Read More...

ମନ୍ତ୍ରୀ ସୁଶାନ୍ତ ସିଂଙ୍କର ପ୍ରଶଂସନୀୟ ପଦକ୍ଷେପ : କରୋନା ସଂକ୍ରମିତଙ୍କୁ ନିଜେ ଆମ୍ବୁଲାନ୍ସ ଡ୍ରାଇଭିଙ୍ଗ୍‌ କରି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦେଖିବାକୁ ମିଳିଛି ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ, ଯାହା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସୋହେଲା ବ୍ଲକର ତବଡା ଗ୍ରାମରୁ ଜଣେ ବ୍ୟକ୍ତି ଫୋନ କରି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ
Read More...

ଯୋଗୀ ଆଦିତ୍ୟନାଥ ଶ୍ରମିକମାନଙ୍କୁ ଏକ ବଡ ଉପହାର ଦେଲେ, ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା କଭର୍‌

ଲଖ୍‌ନଉ : କରୋନା ବିପର୍ୟ୍ୟୟ ମଧ୍ୟରେ ଫେରି ଆସିଥିବା ଶ୍ରମିକମାନଙ୍କ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ପଦକ୍ଷେପ ନେଇଛନ୍ତି । ଶ୍ରମ ଦିବସ ଅର୍ଥାତ୍ ୧ ମଇରେ ପ୍ରବାସୀ / ନିବାସୀ ଶ୍ରମିକମାନଙ୍କ ପାଇଁ ସିଏମ୍‌ ଯୋଗୀ ଏକ ବଡ଼ ଉପହାର ଦେଇଛନ୍ତି । ଯୋଗୀ ସରକାର
Read More...

କବିତା : ନାଲି ରିବନ

ଶୁଭଶ୍ରୀ ମହାରଣା ତୁ ଆସିଲୁ ବୋଲି ତ'ମୋହ ତୁଟା ଏ ଜୀବନରେଏବେ ନାଲି ରିବନ କାଟୁଛି ପ୍ରେମଲାଗୁଛି, ପ୍ରେମଋତୁର ହେଇଛି ପୁନରାଗମନ । ଋତୁ ଏବେ ନୂଆ ନୂଆପାଦ ଥାପିଛି ତାରୁଣ୍ୟରେବେଫିକର୍‌ ଗୀତ ଗାଇନିଜକୁ ହଜାଉଛି ଖିଆଲି ଭାବନାରେ । ତୁ ଆସିଲୁ ବୋଲି ତ'ରାତି ଏବେ ଅନ୍ଧାରର ପରଳ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ୧୬୦ ରହିଛି । ତେବେ ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୧୧ରୁ ୨, ୧୩ରୁ ୧, ୧୪ରୁ ୨, ୧୫ରୁ ୨, ୧୮ରୁ ୨, ୧୯ରୁ ୧, ୨୦ରୁ ୨, ୨୧ରୁ ୧, ୪ରୁ ୧, ୫ରୁ ୪, ୬ରୁ ୧ ଓ ୭ରୁ ୨
Read More...

ପାହାଡଶ୍ରୀଗିଡା ଏଲ୍‌ଡି ନୋଡାଲ ୟୁପି ସ୍କୁଲରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ପାହାଡଶ୍ରୀଗିଡା ଏଲ୍‌ଡି ନୋଡାଲ ୟୁପି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରସନ୍ନ ସରାଫଙ୍କ ସଭାପତିତ୍ଵରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ପାହାଡ଼ଶ୍ରିଗିଡାର ସିଆର୍‌ସିସି ଜୟଦେବ ନାୟକ,
Read More...

କୋଭିଡ ସମୟରେ ଘରକୁ ପରିବା ଓ କିରାନା ସାମଗ୍ରୀ ତଥା ଔଷଧ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୋଭିଡ ସମୟରେ ମ୍ୟୁନିସିପାଲିଟି ଅଂଚଳରେ ଘରକୁ ପରିବା ଓ କିରାନା ସାମଗ୍ରୀ ତଥା ଔଷଧ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ତେବେ ପ୍ରଦତ୍ତ ଫଟୋ ଚିତ୍ରରେ ଏଥି ପାଇଁ ଯୋଗାଯୋଗ ମୋବାଇଲ୍‌ ନମ୍ବର ଦିଆଯାଇଛି ।
Read More...

ଅକ୍‌ସିଜେନ୍‌ ଅଭାବ ହେତୁ ଜଣେ ଡାକ୍ତରଙ୍କ ସମେତ ଦିଲ୍ଲୀର ବତ୍ରା ହସ୍ପିଟାଲରେ ୧୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀର ବତ୍ରା ହସ୍ପିଟାଲରେ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ମୁଖ୍ୟଙ୍କ ସମେତ ୧୨ ଜଣ କରୋନା ସଂକ୍ରମିତ ରୋଗୀଙ୍କର ଅକ୍‌ସିଜେନ୍‌ ଅଭାବ ହେତୁ ଶନିବାର ମୃତ୍ୟୁ ଘଟିଛି । ବତ୍ରା ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ଏସ୍.ଏଲ୍. ଗୁପ୍ତା ଏହି ସୂଚନା ଦେଇଛନ୍ତି । ଅନ୍ୟ
Read More...