Daily Archives

୧ କୋଟି ୩୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଦୁଇ ଜଣ ବେପାରୀ ଗିରଫ

ବାଲେଶ୍ୱର : ଦିନକୁ ଦିନ ବ୍ରାଉନସୁଗାର କାରବାର ବଢି ବଢି ଚାଲିଥିବା ବେଳେ ଆଜି ପୁଣି ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ୧ କେଜି ୩୬୦ ଗ୍ରାମ ବ୍ରାଉନସୁଗର ଜବତ ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୬ ଲକ୍ଷ ଟଙ୍କା ହେବ ।
Read More...

ପରିବା ଗାଡ଼ିରେ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ : ଜବତ କଲା ପୋଲିସ

ଜୟପୁର : ପରିବା ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଜୟପୁର ସଦର ଥାନା ପୋଲିସ ତାହା ଜବତ କରିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଗୋଟିଏ ମହିନ୍ଦ୍ରା ପିକ୍‌ଆପ, ୩ଟି ବାଇକ, ୫ଟି ମୋବାଇଲ ଫୋନ ସମେତ ନଗଦ ୧୧,୭୦୦ଟଙ୍କା ଜବତ
Read More...

ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କାନୁପ୍ରିୟାଙ୍କ ଦେହାନ୍ତ

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଦେଶରେ ପ୍ରାଧାନ୍ୟ ବିସ୍ତାର କରି ଚାଲିଛି । ଦିନକୁ ଦିନ ମହାମାରୀ ବିଷୟରେ ଯନ୍ତ୍ରଣାଦାୟକ ଖବର ଆସୁଛି । ଗତ କିଛି ଦିନ ହେବ ଏହି ମହାମାରୀ ଯୋଗୁଁ ଦେଶ ଅନେକ ସେଲିବ୍ରିଟିଙ୍କୁ ହରାଇ ସାରିଛି । ବର୍ତ୍ତମାନ ଦୂରଦର୍ଶନର ଜଣାଶୁଣା ନ୍ୟୁଜ୍
Read More...

ଜଜ୍‌ବା ଅନୁଷ୍ଠାନ ପକ୍ଷରୁ ଜନସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରୀ ସାରା ଦେଶକୁ କବଳିତ କରିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗର ହାତ ବଢ଼ାଇଛି ଜଜ୍‌ବା ଅନୁଷ୍ଠା । ଅନୁଷ୍ଠାନର ଅଧ୍ୟକ୍ଷ ସଫଦର ହାସିମଙ୍କ
Read More...

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦେବାଶିଷ ଦାଶ ଏବଂ ଅତିରିକ୍ତ ଜିଲ୍ଲାଶ୍ରମ ଅଧିକାରୀ କୁମାରୀ ପୀନାମାଣି ସୋରେନଙ୍କ ମିଳିତ ଉଦ୍ରମରେ
Read More...

କରେନା ବିରୁଦ୍ଧ ଲଢେଇରେ ସାମିଲ ହେବା : ସପ୍ତାହନ୍ତ ସଟ୍‌ଡାଉନ ନିର୍ଦ୍ଦେଶ ମାନି ଘରେ ରହିବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି । ଏଥିପାଇଁ ଅଧିକ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ସପ୍ତାହନ୍ତ ସଟ୍‌ଡାଉନ୍ ନିର୍ଦ୍ଦେଶାବଳୀ ସମସ୍ତଙ୍କ ମଙ୍ଗଳ ପାଇଁ ଜାରି ହୋଇଛି । ଏଥିରେ ସହଯୋଗ କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ
Read More...

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ରାଜ୍ୟ ସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଓଡ଼ିଆ ଓ ଇଂରାଜୀ ଭାଷାର ପ୍ରଖ୍ୟାତ ଲେଖକ ପ୍ରଫେସର୍ ମନୋଜ ଦାସ ଜଣେ ଯୁଗପୁରୁଷ ଓ ତାଙ୍କ ଦେହାନ୍ତ ସହ ଏକ ଯୁଗର ଅବସାନ ଘଟିଛି । ତେବେ ମନୋଜୀୟ ଭାବସତ୍ତାର ଅନ୍ତ ନାହିଁ ବୋଲି ରାଜ୍ୟ ସ୍ତରୀୟ ‘ମନୋଜାୟନ' କାର୍ଯକ୍ରମରେ ଅତିଥିମାନେ ମତପ୍ରକାଶ କରିଛନ୍ତି ।
Read More...

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାସେବା ବିପର୍ଯ୍ୟସ୍ତ : ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମକେସିଜି ମେଡିକାଲରୁ ସାମ୍ନାକୁ ଆସିଛି ଚିକିତ୍ସାର ବିକଳ ଚିତ୍ର । ମିଳୁନି ବେଡ, ଚଟାଣରେ ବସି ଅକ୍ସିଜେନ ନେଉଛନ୍ତି ରୋଗୀ । ଅକ୍ସିଜେନର ଅଭାବ ଜନିତ କାରଣରୁ ଅବା ରୋଗୀଙ୍କୁ ଅକ୍ସିଜେନ ଜରୁରୀ ପରିସ୍ଥିତିରେ ସଂଯୋଗ କରାଇବାରେ
Read More...

ଅଙ୍ଗନବାଡି କେନ୍ଦ୍ର ମୁଖ୍ୟ ଫାଟକରେ ଗେଟ୍‌ ଦାବୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ମୂର୍ଷୁଣ୍ଢି ପଂଚାୟତ ଅଧିନ ହରଭଙ୍ଗା ଗ୍ରାମ ଅଙ୍ଗନବାଡି କେନ୍ଦ୍ରର ମୁଖ୍ୟ ଫାଟକରେ ଗେଟ ଲାଗି ନ ଥିବାରୁ ପ୍ରାକ ବିଦ୍ୟାଳୟ ଶିଶୁଗଣ ଅସୁରକ୍ଷିତ ଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ପାଚେରୀ ନିର୍ମାଣ ସରିଥିଲେ ମଧ୍ୟ ଗେଟ
Read More...
error: Content is protected !!