pakka

ପରିବା ଗାଡ଼ିରେ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ : ଜବତ କଲା ପୋଲିସ

bbehera

ଜୟପୁର : ପରିବା ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଜୟପୁର ସଦର ଥାନା ପୋଲିସ ତାହା ଜବତ କରିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଗୋଟିଏ ମହିନ୍ଦ୍ରା ପିକ୍‌ଆପ, ୩ଟି ବାଇକ, ୫ଟି ମୋବାଇଲ ଫୋନ ସମେତ ନଗଦ ୧୧,୭୦୦ଟଙ୍କା ଜବତ କରାଯାଇଥିବା କୁହାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ ଜଣ ଓଡ଼ିଶାର ଓ ଅନ୍ୟ ଜଣେ ବାହାର ରାଜ୍ୟର ବୋଲି କୁହାଯାଇଛି ।

jay balangir
Leave A Reply

Your email address will not be published.

ten + 8 =

error: Content is protected !!