କୋଭିଡ ସମୟରେ ଘରକୁ ପରିବା ଓ କିରାନା ସାମଗ୍ରୀ ତଥା ଔଷଧ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୋଭିଡ ସମୟରେ ମ୍ୟୁନିସିପାଲିଟି ଅଂଚଳରେ ଘରକୁ ପରିବା ଓ କିରାନା ସାମଗ୍ରୀ ତଥା ଔଷଧ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ତେବେ ପ୍ରଦତ୍ତ ଫଟୋ ଚିତ୍ରରେ ଏଥି ପାଇଁ ଯୋଗାଯୋଗ ମୋବାଇଲ୍‌ ନମ୍ବର ଦିଆଯାଇଛି । ଏହାକୁ ବ୍ୟବହାର କରି ଲୋକେ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ନିହାତି ଆବଶ୍ୟକ ନ ପଡ଼ିଲେ ଘରୁ ବାହାରନ୍ତୁ ନାହିିଁ ।

Leave A Reply

Your email address will not be published.

two × 4 =