pakka

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ୧୬୦ ରହିଛି । ତେବେ ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୧୧ରୁ ୨, ୧୩ରୁ ୧, ୧୪ରୁ ୨, ୧୫ରୁ ୨, ୧୮ରୁ ୨, ୧୯ରୁ ୧, ୨୦ରୁ ୨, ୨୧ରୁ ୧, ୪ରୁ ୧, ୫ରୁ ୪, ୬ରୁ ୧ ଓ ୭ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ବଙ୍ଗୋମୁଣ୍ଡା ବ୍ଳକରୁ ୧୫, ବେଲପଡ଼ା ବ୍ଲକରୁ ୧୬, ଗୁଡ଼ଭେଲା ବ୍ଲକରୁ ୩୫, କଂଟାବାଂଜି ଏନ୍‌ଏସି ଅଂଚଳରୁ ୨, ଖପ୍ରାଖୋଲ ବ୍ଲକରୁ ୮, ଲୋଇସିଂହା ବ୍ଲକରୁ ୧, ମୁରିବାହାଲ ବ୍ଲକରୁ ୨, ପାଟଣାଗଡ଼ ବ୍ଲକରୁ ୨, ପୁଇଁନ୍ତଲା ବ୍ଲକରୁ ୨, ସଇଁନ୍ତଲା ବ୍ଲକରୁ ୧୩, ତୁରେକେଲା ବ୍ଲକରୁ ୧୦ ଓ ତୁଷୁରା ଏନ୍‌ଏସି ଅଂଚଳରୁ ୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।

Leave A Reply

Your email address will not be published.

3 × one =