Daily Archives

ବୋରପଦର ପଂଚାୟତର ଦୁଇଟି ଗ୍ରାମକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

କର୍ଲାମୁଣ୍ଡା, (ନରୋତ୍ତମ ସେଲ୍‌ମା) : ଏହି ବ୍ଲକର ବୋରପଦର ଗ୍ରାମ ପଂଚାୟତର ଖଲିଆପାଲି ଓ ଭଟାପଲା ଗ୍ରାମରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ସରପଞ୍ଚ ମାଧବ ସାହୁ ସଟଡାଉନ ଘୋଷଣା କରିଛନ୍ତି । ଆଜି ଠାରୁ ସତେଇଶ ତାରିଖ ପର୍ୟ୍ୟନ୍ତ ଏହି ଦୁଇ ଗ୍ରାମ ସମ୍ପୂର୍ଣ ସଟଡାଉନ ରହିବ ।
Read More...

ବ୍ଲକ ଅଧ୍ୟକ୍ଷ ଓ ସରପଂଚଙ୍କ ସହଯୋଗରେ ମୃତ କୋଭିଡ୍‌ ରୋଗୀଙ୍କ ଶବଦାହ

ପରିବାର ଲୋକ ଓ ଆତ୍ମୀୟ ସ୍ୱଜନ କୋଭିଡ ଭୟରେ ପାଖ ମାଡଲେନି ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଅଭୟମୁଖୀ ପଂଚାୟତର ପାଣିଓରା ଗ୍ରାମରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ ଶରୀରକୁ ବ୍ଲକ ପ୍ରଶାସନ ହସ୍ତକ୍ଷେପ ପରେ ଶବଦାହ କରାଯାଇଥିବା ସୂଚନା
Read More...

ଛାତ୍ର କଂଗ୍ରେସର ୩ ଦଫା ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର ସଦସ୍ୟମାନେ ମିଶି ୩ ଦଫା ଦାବୀପତ୍ର ଜିଲ୍ଲାପାଳ ଅଫିସୁକୁ ଯାଇ ସହକାରୀ ଜିଲ୍ଲାପାଳ ମହୋଦୟାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ୩ଟି ଦାବୀ ହେଲା ସମସ୍ତ
Read More...

କୋସଲବାଦୀ ସଂଗଠକ ଅଶ୍ୱିନୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ, କୋସଲବାଦୀ ସଂଗଠକ ଅଶ୍ୱିନୀ ପଟ୍ଟନାୟକଙ୍କ ଅକାଳ ବିୟୋଗରେ କୋସଲ ରାଜ୍ୟ ସମନ୍ୱୟ ସମିତି ବଲାଙ୍ଗିର ଜୋନାଲ କମିଟୀ ତରଫରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି
Read More...

ଇଟା ବୋଝେଇ ଟ୍ରାକ୍ଟରରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ଚଢ଼ାଉ ହୋଇଥିଲା । ମିଳିତ ସହଯୋଗରେ ଏକ ଇଟା ବୋଝେଇ ଟ୍ରାକ୍ଟରରୁ ଗଞ୍ଜେଇ ଜବତ କରାଯାଇଛି । ପୂର୍ବରୁ ଟ୍ରକଠାରୁ ଆରମ୍ଭ
Read More...

ଗଞ୍ଜାମରେ ୭ ଲକ୍ଷ ୮୨ ହଜାର ୮୨୧ଜଣଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମସ୍ତ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି । ଗଞ୍ଜାମଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ନିଷ୍ପତି
Read More...

ବଟବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମର ତାପସ ଓ ଆରତୀଙ୍କ ବିବାହ ଉପଲକ୍ଷେ ଏବଂ ବୈଶାଖ ମାସର ଶେଷ ସୋମବାରରେ ଗୁଡୁପାଇଲୋ ଗ୍ରାମରେ ପରିବେଶ କର୍ମୀ ଶିକ୍ଷକ ମିଟୁ କିଶୋର ପ୍ରଧାନ, ଗୂଡପାଇଲୋ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଗୋଲକ
Read More...

ନଳକୂପ ଅଚଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମରେ ଆଜିକୁ ଚାରିଦିନ ହେବ ନଳକୂପ ଖରାପ ଥିଲେ ମଧ୍ୟ ତିଆରି କରାଯାଉନାହିଁ । ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଉକ୍ତ ନଳକୂପ
Read More...

ମାଇକ୍ରୋ କମ୍ପୋଜିଟ ସେଂଟରରେ ନିୟୋଜିତ ଥିବା ଏସଏଚଜି ମହିଳାଙ୍କୁ ଶୁଖିଲା ଖାଦ୍ୟ ବଂଟନ

କଂଟାବାଂଞ୍ଜି, (ମନିଶ କୁମାର ହଂସ) : କଂଟାବାଞ୍ଜି ଏନଏସିଦ୍ୱାରା ପରିଚାଳିତ ମାଇକ୍ରୋ କମ୍ପୋଜିଟ ସେଂଟରରେ ନିୟୋଜିତ ଥିବା ଏସଏଚଜି ମହିଳାମାନଙ୍କୁ ଶୁଖିଲା ଖାଦ୍ୟ ଦେଇ ସୋମବାର ଦିନ ସମ୍ମାନିତ କରାଯାଇଛି । ସହରର ଅଳିଆ ଆବର୍ଜନାକୁ ଗୋଟାଇ ମହିଳାମାନେ ସେଂଟରରେ ମହଜୁତ କରୁଛନ୍ତି ଯାହା ଏନଏସି
Read More...

ସାଂବାଦିକ ଆଶୁତୋଷ ବେହେରାଙ୍କ କୋଭିଡ୍ ସଂକ୍ରମଣରେ ପରଲୋକ

ଫୁଲବାଣୀ : ଫୁଲବାଣୀ ସହର ସାଂବାଦିକ ଆଶୁତୋଷ ବେହେରା(୪୫)ଙ୍କ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ପରଲୋକ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କରୋନା ଆକ୍ରାନ୍ତ ଯୋଗୁଁ ଗତ ୨୦ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର
Read More...