ନଳକୂପ ଅଚଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମରେ ଆଜିକୁ ଚାରିଦିନ ହେବ ନଳକୂପ ଖରାପ ଥିଲେ ମଧ୍ୟ ତିଆରି କରାଯାଉନାହିଁ । ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଉକ୍ତ ନଳକୂପ ଉପରେ ଗ୍ରାମର ସାତଶହ ଲୋକ ନିର୍ଭର କରନ୍ତି ।

Leave A Reply

Your email address will not be published.

twenty + 7 =

error: Content is protected !!