ବଟବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମର ତାପସ ଓ ଆରତୀଙ୍କ ବିବାହ ଉପଲକ୍ଷେ ଏବଂ ବୈଶାଖ ମାସର ଶେଷ ସୋମବାରରେ ଗୁଡୁପାଇଲୋ ଗ୍ରାମରେ ପରିବେଶ କର୍ମୀ ଶିକ୍ଷକ ମିଟୁ କିଶୋର ପ୍ରଧାନ, ଗୂଡପାଇଲୋ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଗୋଲକ ବିହାରୀ ସାହୁ, ଶିକ୍ଷକ ପ୍ରଫୁଲ କୁମାର ସାହୁ ଓ ଆଧ୍ୟାତ୍ମିକ ପ୍ରବଚକ ଶିକ୍ଷକ ସୁଧୀର କୁମାର ଜେନାଙ୍କ ଦ୍ଵାରା ଦୁଇଟି ବଟ ବୃକ୍ଷ ରୋପଣ କରାଯାଇଛି ।

Leave A Reply

Your email address will not be published.

one × one =

error: Content is protected !!