ସାଂବାଦିକ ଆଶୁତୋଷ ବେହେରାଙ୍କ କୋଭିଡ୍ ସଂକ୍ରମଣରେ ପରଲୋକ

ଫୁଲବାଣୀ : ଫୁଲବାଣୀ ସହର ସାଂବାଦିକ ଆଶୁତୋଷ ବେହେରା(୪୫)ଙ୍କ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ପରଲୋକ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କରୋନା ଆକ୍ରାନ୍ତ ଯୋଗୁଁ ଗତ ୨୦ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

eight + 9 =

error: Content is protected !!