Browsing Tag

phulbani news

ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ୧୫ରୁ ୨୦ ରାଉଣ୍ଡ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଆଜି ଏସ୍‌ଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ
Read More...

କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ଆଇଇଡି ବିସ୍ଫୋରଣ

ଫୁଲବାଣୀ : କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ପୁଣି ଏକ ଆଇଇଡି ବିଷ୍ଫୋରଣ ହୋଇଛି । ଏହି ବିଷ୍ଫୋରଣରେ ତିନି ଜଣ ଏସ୍‌ଓଜି ଯବାନ ଆହତ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳକୁ ଲାଗି ରହିଥିବା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଶଗଡା ଫାଣ୍ଡି ବାତେପଙ୍ଗା ଅଞ୍ଚଳ
Read More...

ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଟାବ୍‌ଲେଟ୍‌ ପିସି ବଣ୍ଟନ

ଫୁଲବାଣୀ/ଫିରିଙ୍ଗିଆ : ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ଟାବ୍‌ଲେଟ୍‌ ପିସି ବଣ୍ଟନ କରାଯାଇଛି । ଗୋଷ୍ଠୀଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ଅତିରିକ୍ତ
Read More...

ସମବାୟ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ : ଜିଲ୍ଲା ସମବାୟ ବିଭାଗ ସଭାଗୃହରେ ସମବାୟ ସପ୍ତାହ ପାଳନ ନିମନ୍ତେ ଜିଲ୍ଲା ସମବାୟ ସଂଘର ଏକ ପ୍ରସ୍ତୁତି ବୈଠକ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମବାୟ ନିବନ୍ଧକ ଯୁଗଳ କିଶୋର ସାହୁ ବୈଠକରେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ
Read More...

ବିଦ୍ୟୁତ୍ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ

ଫୁଲବାଣୀ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଫୁଲବାଣୀ ମାଷ୍ଟ୍ରପଡା ସାହିର ଜିତେନ୍ଦ୍ର ଦାସ(ରବି) । ସୂଚନାନୁଯାୟୀ, ଗୁରୁବାର ରାତିରେ ମହିଳା ମହାବିଦ୍ୟାଳୟ ଅଞ୍ଚଳରେ ବିଜୁଳି ଚାଲିଯିବାରୁ ବିଦ୍ୟୁତ ବିଭାଗକୁ ଖବର
Read More...

ପୁଅ ବୋହୂଙ୍କ ମାଡ଼ରେ ମା’ ମୃତ : ୨ ଅଭିଯୁକ୍ତ ଫେରାର

ଫୁଲବାଣୀ : ଶୁଦ୍ଧିକ୍ରିୟା ଭୋଜିରେ ଅଭାବନୀୟ କାଣ୍ଡ । ପୁଅ ବୋହୂଙ୍କ ଆକ୍ରମଣରେ ଆଖି ବୁଜିଲେ ମା' । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପାଙ୍ଗାଲି ଗାଁରେ ଘଟିଛି । ମୃତକ ମହିଳାଙ୍କ ପରିଚୟ ପୁଷ୍ପାଞ୍ଜଳି ପରିଚ୍ଛା । ସେ ପାଡ଼େନକେତା ଗାଁର ବାସିନ୍ଦା
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ଫୁଲବାଣୀ : ସଦର ଥାନା ନିକଟ ବିଶିପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ ଧକ୍କାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ଅପରାହ୍ନରେ ସଦର ଥାନା ଅନ୍ତର୍ଗତ କେଣ୍ଡ୍ରିଗୁଡ଼ା ଗ୍ରାମର ୭୦
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୭ ଆହତ

ଫୁଲବାଣୀ : ସକାଳୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସା ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ : ୧ ମୃତ, ୧ ଗୁରୁତର

ଖଜୁରିପଡା/ଫୁଲବାଣୀ : ସଦର ଥାନା ଅନ୍ତର୍ଗତ ତୁଡିପାଜୁ ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତାହତମାନେ ହେଲେ ଖଜୁରିପଡା ବ୍ଲକ ଅନ୍ତର୍ଗତ ବିଲାବାଡି ପଞ୍ଚାୟତ ସମାପାଯୁ ଗ୍ରାମର ରୋହିତ କହଁର ଏବଂ ସାଇବନ
Read More...

ଏଜେଓ ଉଚ୍ଚ ବିଦ୍ୟାଳୟରେ ରାଜ୍ୟର ପ୍ରଥମ ଭର୍ଚୁଆଲ ରିଆଲିଟି ଲ୍ୟାବ୍‌ ଉଦ୍‌ଘାଟିତ

ଫୁଲବାଣୀ : ରାଜ୍ୟ ସରକାର ୫-ଟି ଅଧୀନରେ ରାଜ୍ୟର ବିଭିନ୍ନ ମାଧ୍ୟମିକ ସ୍କୁଲଗୁଡ଼ିକର ରୂପାନ୍ତରଣ କରିଛନ୍ତି । ବିଦ୍ୟାଳୟମାନଙ୍କର ଭିତ୍ତିଭୂମି ବିକାଶ ସହ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରାଯାଇଛି । ଏ ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଏଜେଓ ହାଇସ୍କୁଲ ଠାରେ
Read More...