Browsing Tag

phulbani news

ଏଜେଓ ଉଚ୍ଚ ବିଦ୍ୟାଳୟରେ ରାଜ୍ୟର ପ୍ରଥମ ଭର୍ଚୁଆଲ ରିଆଲିଟି ଲ୍ୟାବ୍‌ ଉଦ୍‌ଘାଟିତ

ଫୁଲବାଣୀ : ରାଜ୍ୟ ସରକାର ୫-ଟି ଅଧୀନରେ ରାଜ୍ୟର ବିଭିନ୍ନ ମାଧ୍ୟମିକ ସ୍କୁଲଗୁଡ଼ିକର ରୂପାନ୍ତରଣ କରିଛନ୍ତି । ବିଦ୍ୟାଳୟମାନଙ୍କର ଭିତ୍ତିଭୂମି ବିକାଶ ସହ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରାଯାଇଛି । ଏ ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଏଜେଓ ହାଇସ୍କୁଲ ଠାରେ
Read More...

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ କଡା ସୁରକ୍ଷା ମଧ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଓଡ଼ିଶାର ଶ୍ରମ, ବୀମା ଏବଂ ନିଯୁକ୍ତି ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର
Read More...

ବାଇକ୍ ଦୁର୍ଘଟଣାଗ୍ରସ୍ତ : ୧ ମୃତ, ୧ ଗୁରୁତର

ଫୁଲବାଣୀ : କଳିଙ୍ଗା ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ଦୁଇ ଜଣ ଯୁବକ ଏକ ବାଇକ୍‌ରେ କଳିଙ୍ଗାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲେ । ଅନ୍ଧାରକୋଟ ନିକଟରେ ବାଇକ୍‌ଟି ରାସ୍ତା
Read More...

ବୋଲେରୋ ଧକ୍କାରେ ୩ ଗୁରୁତର

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି । ଏକ ବୋଲେରୋ ଗାଡ଼ି ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଡ଼ି ଧକ୍କାରେ ଏକ ସ୍କୁଟି ଏବଂ ମେଡିକାଲ ପରିସରରେ ଥିବା
Read More...

ନକଲି ସୁନା ବନ୍ଧକ ରଖି ଋଣ ଦେବା ଅଭିଯୋଗରେ ମଣପ୍ପୁରମ କମ୍ପାନୀର ୨ ଅଧିକାରୀ ଗିରଫ

ଫୁଲବାଣୀ : ନକଲି ସୁନା ବନ୍ଧକ ରଖି ଋଣ ଦେବା ଅଭିଯୋଗରେ ମଣପୁରମ କମ୍ପାନୀର ୨ ଅଧିକାରୀ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଗିରଫ କରିଛି ପୋଲିସ । ୭୦ ଲକ୍ଷ
Read More...

ପଣସ ଗଛରୁ ଖସି ପଡି ବୃଦ୍ଧ ମୃତ

ଫୁଲବାଣୀ : ସଦର ଥାନା ଅଞ୍ଚଳରେ ପଣସ ଗଛରୁ ଖସି ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦଡକି ପଞ୍ଚାୟତ ରାମାଡି ଗ୍ରାମର ମଧୂସୂଦନ ମଲିକ(୬୫) । ସୂଚନା ଅନୁଯାୟୀ, ମଧୂସୂଦନ ପଣସ ତୋଳିବା ପାଇଁ ଗଛରେ ଚଢିଥିଲେ । ତେବେ ଅସାବଧାନତା ବଶତଃ
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ : ଟାଉନ ଥାନା ଅନ୍ତର୍ଗତ ମାଷ୍ଟରପଡା ଅଞ୍ଚଳରେ ଆଜି ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ମମତା ପୃଷ୍ଟି । ତାଙ୍କ ଘର ନୟାଗଡ଼ ଜିଲ୍ଲା ମଧ୍ୟଖଣ୍ଡ ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ଅନଚସାରେ ମମତା ଘର ଭିତରେ ବେକରେ ଏକ ଲୁଗା ଗୁଡେ଼ଇ
Read More...

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ତଡ଼ବାଡ଼ି ଗ୍ରାମ ମୁଖ୍ୟରାସ୍ତା କଡର ଏକ ବୁଦା ମୂଳରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଥିବା ଜଣାପଡିଛି । ଯୁବକ ଜଣକ ସାରଙ୍ଗଡ଼ ପଞ୍ଚାୟତ କୁଳପଦର ଗ୍ରାମର ଟଟେ ମଲ୍ଲିକଙ୍କ ବଡ଼ ପୁଅ ପ୍ରଦୀପ ବୋଲି ଜଣାପଡିଛି । ସୂଚନା
Read More...

କୋମ୍ବିଂ ବେଳେ ମହିଳା ମାଓବାଦୀଙ୍କ ମୃତ୍ୟୁ

ଫୁଲବାଣୀ : ବାଲିଗୁଡା ଥାନା ଅଞ୍ଚଳର ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି । ତାଙ୍କର ପରିଚୟ ମିଳି ପାରିନାହିଁ । ଅନ୍ୟପକ୍ଷରେ କୌଣସି ଯବାନ ଆହତ ହୋଇ ନ ଥିବା ଏସ୍‌ପି
Read More...

ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା' ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଁକି ଡ୍ୟାମ ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟଟନ ସ୍ଥଳୀକୁ
Read More...