Daily Archives

ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ବୌଦ୍ଧ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ୧୧ଟା ସମୟରେ ଜିଲ୍ଲା କାର୍ଯ୍ୟାଳୟର ଦୃଶ୍ୟ ଓ ଶ୍ରାବ୍ୟ ସମ୍ମିଳନୀ କକ୍ଷରେ ଦୁରଭାଷା ମାଧ୍ୟମରେ ଏକ ବୈଠକ ଆହ୍ୱାନ କରଯାଇଥିଲା । ଏଥିରେ ମାନ୍ୟବର ସାଂସଦ କନ୍ଧମାଳିଙ୍କ ପ୍ରତିନି , ବିଧାୟକ ବୌଦ୍ଧ ଓ କଣ୍ଟାମାଳ ତତ ସହିତ ପ୍ରତ୍ୟେକ ବ୍ଲକର ଚେୟାରମ୍ୟାନ ମାନେ
Read More...

ବାତ୍ୟା ମୁକାବିଲା ପାଇଁ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୨ଟି ଏନ୍‌ଡିଆର୍‌ଏଫ୍, ୫୦ଟି ଓଡ୍ରାଫ୍ ଏବଂ ୧୭୫ଟି ଫାୟାର ସର୍ଭିସ୍ ଦଳ ମୁତୟନ କରାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ୧୬୫ଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୧୩ଟି ସ୍ୱତନ୍ତ୍ର ଇଂଜିନିୟରିଂ ଟିମ୍
Read More...

ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ କରି ତାଲିକା ପ୍ରକାଶ କରାଯାଇଛି । ତାଲିକା ଅନୁସାରେ ସଭାପତି ରୂପେ ଗୋଲକ ବିହାରୀ କହଁର, ଉପ ସଭାପତି ରୂପେ ସୁଧାଂଶୁ ଗୁରୁ, ମନ ଭଂଜନ
Read More...

ରାଜ୍ୟ ସରକାରଙ୍କ ମଦ ଲାଇସେନ୍ସ ଫି ଛାଡ ନିଷ୍ପତ୍ତିକୁ ରାଜ୍ୟ କଂଗ୍ରେସର ଦୃଢ଼ ବିରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀମାନଙ୍କ ଉପରୁ ଜୁନ୍ ୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି ଛାଡ କରିବା ନିଷ୍ପତ୍ତି କରିଛନ୍ତି । ରାଜ୍ୟ କଂଗ୍ରେସ ଏହାର ଘୋରବିରୋଧ କରିଛି । ରାଜ୍ୟସରକାରଙ୍କ ଏହି ନିଷ୍ପତ୍ତି
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୧୪ ଜଣ, ବଲାଙ୍ଗିର ବ୍ଲକରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୪ ଜଣ, ବେଲପଡ଼ା
Read More...

କରୋନା ଯାଞ୍ଚ ଅଭିଯାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ୨ୟ ଲହର ମୁକାବିଲା ପାଇଁ ଆଜିଠାରୁ (ମଇ ୨୪ରୁ ଅଗଷ୍ଟ ୨୩) ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବସ୍ତିର ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡିଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି । ଏଥିରେ ସହଯୋଗ କରନ୍ତୁ । ରାଜ୍ୟ
Read More...

ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ସାଧାରଣ ଲୋକଙ୍କ ଜୀନବ ଜୀବିକା ପୂର୍ଣ୍ଣମାତ୍ରାରେ ପ୍ରଭାବିତ ହୋଇଥିବା ଜଣାଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ରାମକୃଷ୍ଣ ବିବେକାନନ୍ଦ ମିଶନ, ବାରାକପୁର, କଲିକତାର ସହଯୋଗ କ୍ରମେ
Read More...

ପୁଣି କରୋନା ନେଲା ସାମ୍ବାଦିକଙ୍କ ମୁଣ୍ଡ : ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର( ୩୮)ଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିବା ଖବର ମିଳିଛି । ସଂଗ୍ରାମ 'ସମୟ'ର କୋଣାର୍କ ପ୍ରତିନିଧି ଭାବେ କାର୍ୟ୍ୟରତ ଥିଲେ । କରୋନା ଆକ୍ରାନ୍ତ ହେବା ପରେ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱରରେ ତାଙ୍କୁ
Read More...

ବ୍ରହ୍ମପୁର ମହାନଗର ଦୋଳୁଆ ସାହି ନିକଟରେ ସ୍କୁଟିରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି : ମୃତ ଲୋକଟିର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦଳୁଆ ସାହି ମୁକ୍ତେଶ୍ଵର ମନ୍ଦିରରୁ ଅମିତ ହସ୍ପିଟାଲକୁ ଯିବା ରାସ୍ତାରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ନିଜ ଚଳନ୍ତା ସ୍କୁଟି (ମଟର)ରେ ଯାଉଥିବା ସମୟରେ ହଠାତ ଗାଡିରୁ ପଡିଯାଇଥିଲେ । ସ୍ଥାନୀୟ ଲୋକେ ସେହି ବ୍ୟକ୍ତି ଜଣଙ୍କୁ ଉଠାଇ ରାସ୍ତା ପାର୍ଶ୍ଵରେ
Read More...

ବାତ୍ୟା ‘ୟାସ’କୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ସାଢେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛନ୍ତି । 'ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର। ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା' ବୋଲି
Read More...
error: Content is protected !!