Daily Archives

ଲକଡାଉନ ସମୟରେ ଛତ୍ରପୁର ସହରରେ ବୁଲା ଗାଈଗୋରୁ ମାନେ ଭୋକରେ ସଢୁଛନ୍ତି

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଲକଡାଉନ ସମୟରେ ବୁଲା ଗାଈଗୋରୁ, କୁକୁର, ମାଙ୍କଡ଼ ମାନଙ୍କୁ ସରକାରଙ୍କ ଯୋଜନାରେ ଆସିଥିବା ଖାଦ୍ୟଦ୍ରବ୍ୟ ଠିକ ଭାବେ ଖାଇବାକୁ ଦିଆଯାଉ ନଥିବା ସାଧାରଣରେ ଅଭିଯୋଗ ହେଉଛି । ଛତ୍ରପୁର ସହରର ଏନ.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ
Read More...

ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଅତିଶୀଘ୍ର ଧାନ ବିକ୍ରି ନେଇ ହେଉଥିବା ଚାଷୀଙ୍କ ସବୁ ପ୍ରକାର ସମସ୍ୟା ସମାଧାନ ଦାବୀରେ…

ବରଗଡ, (ନିରୋଜ କୁମାର ପାଣୀ) : କରୋନା ଯୋଗୁଁ ଲକଡାଉନ ଓ ଏହା ମଧ୍ୟରେ ୟାସ ବାତ୍ୟା ଯୋଗୁଁ ଚାଷୀ ଧାନ ଅମଳ କରିପାରୁନାହିଁ କି ଅମଳ ହୋଇଥିବା ଧାନ ବିକ୍ରି କରି ପାରୁନାହିଁ । ଏଭଳି ସମୟରେ ଅନେକ ଚାଷୀଙ୍କ ଟୋକନର ଅବଧି ସରିଯାଇଥିଲେ ମଧ୍ୟ ସେମାନେ ବଜାରକୁ ଧାନ ନେଇ ପାରିନାହାନ୍ତି । ଯେଉଁ
Read More...

ବିଡିସିସି ସଦର ବ୍ୟାଙ୍କ ମ୍ୟାନେଜର ଶିବୁନ ମହାନ୍ତିଙ୍କ ପରଲୋକ

ବଲାଙ୍ଗିର : (କେପିଏନ୍‌ଏସ୍‌) : ବଲାଙ୍ଗିର ବିଡିସିସି ସଦର ବ୍ୟାଙ୍କ ମ୍ୟାନେଜର ଶିବୁନ ମହାନ୍ତିଙ୍କ ପରଲୋକ ହୋଇଥିବା ଖବର ମଳିଛି । ତାଙ୍କ ଦେହାନ୍ତ ବେଳକୁ ତାଙ୍କୁ ୫୫ ବର୍ଷ ହେଉଥିଲା । ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍‌ଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି
Read More...

ଡାକ୍ତରଖାନାରେ ଅଚିହ୍ନା ଶବ ରଖି ଯୁବକ ମାନେ ଫେରାର୍‌

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ବର୍ତମାନ କିଛି ସମୟ ପୂର୍ବରୁ ଚାରିପାଞ୍ଚ ଜଣ ଯୁବକ ଏକ ଅଜଣା ଶବ ଏକ ଚାରି ଚକିଆ ଗାଡି ଙଜ ୧୭ ଏଫ୍‌ ୮୫୨୧ ଆଣି ଥୋଇ ଦେଇ ଫେରାର ହୋଇଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ ସେ ଚକରକେନ୍ ରାସ୍ତା କଡରେ ପଡିଥିବା ଅବସ୍ଥାରେ
Read More...

ଇନ୍ଦିପୁର ବଜାରକୁ ପ୍ରବାହ ନିରୋଧ ଅଚଂଳ ଘୋଷଣା କଲେ ସରପଂଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଅଭୟମୁଖୀ ପଚାଂୟତର ଇନ୍ଦିପୁର ବଜାରର ଜଣେ ବ୍ୟବସାୟୀ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେଥିପାଇଁ ସରକାରଙ୍କ କୋଭିଡ-୧୯(ଏସଓପି) ଅନୁଯାୟୀ ଇନ୍ଦିପୁର ବଜାର ଏବଂ ସେଠାରେ ଅବସ୍ଥିତ ବ୍ୟାଙ୍କ
Read More...

ଡେଲାଙ୍ଗରେ ୪ଟି ସ୍ଥାନରେ ୫ଶହ ଜଣଙ୍କୁ ଟୀକାକରଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକରେ ସରକାରୀ ବାଲିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୨୦୦ ଜଣ, ହରିରାଜପୁର ସେମାନାଥ ବିଦ୍ୟାପୀଠ ୧ଶହ ଜଣ, ଗୁଆଳିପଡା ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପରେ ୧ଶହ ଜଣ ସେହିପରି ଅଭୟମୁଖୀ ଗ୍ରାମ ପଞ୍ଚାୟତର ଇନ୍ଦିପୁର ଏମ.ଇ ସ୍କୁଲରେ ୧ଶହ
Read More...

ଡେଲାଙ୍ଗରେ ଜନପ୍ରତିନିଧିଙ୍କ ସହିତ ପୋଲିସର କରୋନା ସମୀକ୍ଷା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ଫାଣ୍ଡି ଠାରେ ଶୁକ୍ରବାର ଅପରାହ୍ନରେ ଏକ ଜନପ୍ରତିନିଧି ମାନଙ୍କ ସହିତ ପିପିଲି ଏସଡିପିଓ ଦେବ ଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ କୋଭିଡ-୧୯ର ସମୀକ୍ଷା ବୈଠକ କରିଥିଲେ । ବିଶେଷ କରି ପ୍ରଭାସୀ ଓଡିଆ ମାନଙ୍କ
Read More...

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଭିନ୍ନ ଜିଲ୍ଲାରେ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ୬୨ଟି ବ୍ଲକରେ ୫୭୧ଟି ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇଛି । ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଆବଶ୍ୟକ ଅନୁସାରେ ଅତିରିକ୍ତ ୧୦୦ଟି
Read More...

ବୀର ସାବରକରଙ୍କ ଜୟନ୍ତୀରେ ଶୁଖିଲା ଖାଦ୍ୟ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ମହାନ ବୀର ସାବରକରଙ୍କ ପବିତ୍ର ଜୟନ୍ତୀ ଅବସରରେ ବୁକୁରାମୁଣ୍ଡା ବୀର ସାବରକର ଯୁବକ ସଂଘର ସମସ୍ତ ସଦସ୍ୟ କିଛିକିଛି ଟଙ୍କା ନିଜନିଜ ଭିତରେ ଅସୁଲ କରିବା ସହ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଫକିର ସାହୁ ଅବଶିଷ୍ଟ କିଛି ରାଶି ପ୍ରଦାନ କରି ଆଜିର
Read More...

ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର : ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫାଣ୍ଡି ବାବୁ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ନିଜ ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ପ୍ରଥମେ ମହିଳା ଜଣକ
Read More...