ଡାକ୍ତରଖାନାରେ ଅଚିହ୍ନା ଶବ ରଖି ଯୁବକ ମାନେ ଫେରାର୍‌

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ବର୍ତମାନ କିଛି ସମୟ ପୂର୍ବରୁ ଚାରିପାଞ୍ଚ ଜଣ ଯୁବକ ଏକ ଅଜଣା ଶବ ଏକ ଚାରି ଚକିଆ ଗାଡି ଙଜ ୧୭ ଏଫ୍‌ ୮୫୨୧ ଆଣି ଥୋଇ ଦେଇ ଫେରାର ହୋଇଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ ସେ ଚକରକେନ୍ ରାସ୍ତା କଡରେ ପଡିଥିବା ଅବସ୍ଥାରେ ତାକୁ ସେମାନେ ଆଣିଛନ୍ତି ଓ ତାଙ୍କ ମଧ୍ୟରୁ ଆଉ ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ ସେ ବାଇକରେ ଯାଉଥିବା ସମୟରେ ରାସ୍ତା ଉପରେ ପଡିଯାଇଥିବାରୁ ସେମାନେ ତାକୁ ଆଣିଛନ୍ତି ଏପରି ଉଭୟଙ୍କ କଥାରେ ସମାନତା ଦେଖାଯାଉ ନାହିଁ ଓ ଲୋକଟି ମୃତ ହୋଇଥିବା ଜାଣି ଆଉ ସେମାନେ ଧରାଛୁଆ ଦେଇନଥିଲେ ସଙ୍ଗେ ସଙ୍ଗେ ସେଠାରୁ ଚାଲିଯାଇଥିଲେ ।

Leave A Reply

Your email address will not be published.

eighteen − 17 =