ଇନ୍ଦିପୁର ବଜାରକୁ ପ୍ରବାହ ନିରୋଧ ଅଚଂଳ ଘୋଷଣା କଲେ ସରପଂଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଅଭୟମୁଖୀ ପଚାଂୟତର ଇନ୍ଦିପୁର ବଜାରର ଜଣେ ବ୍ୟବସାୟୀ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେଥିପାଇଁ ସରକାରଙ୍କ କୋଭିଡ-୧୯(ଏସଓପି) ଅନୁଯାୟୀ ଇନ୍ଦିପୁର ବଜାର ଏବଂ ସେଠାରେ ଅବସ୍ଥିତ ବ୍ୟାଙ୍କ କାର୍ୟ୍ୟାଳୟର ବ୍ୟାଙ୍କ ସେବାକୁ ତା୨୯-୫-୨୦୨୧ ଠାରୁ ତା୪-୬-୨୦୨୧ ରିଖ ପର୍ୟ୍ୟନ୍ତ କରୋନା ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପ୍ରବାହ ନିରୋଧ ଅଚଂଳ ଭାବେ ଜିଲାପାଳଙ୍କ କ୍ଷମତା ଅନୁସାରେ ସ୍ଥାନୀୟ ସରପଂଚ ପ୍ରସନ୍ନ କୁମାର ପରିଡା ଘୋଷଣା କରିଛନ୍ତି ।

Leave A Reply

Your email address will not be published.

5 × 2 =

error: Content is protected !!