csstore

ଡେଲାଙ୍ଗରେ ୪ଟି ସ୍ଥାନରେ ୫ଶହ ଜଣଙ୍କୁ ଟୀକାକରଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକରେ ସରକାରୀ ବାଲିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୨୦୦ ଜଣ, ହରିରାଜପୁର ସେମାନାଥ ବିଦ୍ୟାପୀଠ ୧ଶହ ଜଣ, ଗୁଆଳିପଡା ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପରେ ୧ଶହ ଜଣ ସେହିପରି ଅଭୟମୁଖୀ ଗ୍ରାମ ପଞ୍ଚାୟତର ଇନ୍ଦିପୁର ଏମ.ଇ ସ୍କୁଲରେ ୧ଶହ ଜଣଙ୍କୁ ଟୀକାକରଣ କରାଯାଇଛି । ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପ୍ରଥମ ଡୋଜ ପାଇଁ ୫ଶହ ଟୀକା ପ୍ରଦାନ କରାଯାଇଛି । କାହାରି କିଛି ପାଶ୍ୱପ୍ରତିକିୟା ଦେଖା ଯାଇନଥିବା ଡେଲାଙ୍ଗ ମେଡିକାଲର ବିପିଏମ ଦିଲୀପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।

jayashree
Leave A Reply

Your email address will not be published.