Daily Archives

ହୃଦଘାତରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଦେହାନ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଂଚାୟତ ତୁରେକେଲା ଗାଁର ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ପୂର୍ଣ୍ଣଚନ୍ଦ୍ର ଘିଭେଲା (୭୦)ଙ୍କ ଆଜି ଦେହାନ୍ତ ହୋଇଯାଇଛି । ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ହସପିଟାଲରେ
Read More...

ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ସହ ମାକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ) : ସାଂପ୍ରତିକ କରୋନାର ଦ୍ୱିତୀୟ ଲହର ମନୁଷ୍ୟ ଜୀବନକୁ ଭୀତତ୍ରସ୍ତ କରିିପକାଇଛି । ସରକାର ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ଲକ୍‌ଡାଉନ ଓ ସପ୍ତାହନ୍ତ ସଟ୍‌ଡାଉନ ଲଗାଇଛନ୍ତି । ଏ କଥାକୁ ଲକ୍ଷ୍ୟ ରଖି ଜୁନିୟର ରେଡକ୍ରସ ସାଲେଭଟା ପ୍ରାଥମିକ ବିଦ୍ୟାଳୟ ଓ ଖଲିଆପାଲି
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୩୦ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩୦ ରହିଥିବା ସରକାରୀ ସୁତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୧୧ଜଣ, ବଲାଙ୍ଗିର ବ୍ଲକରୁ ୪ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୩୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ
Read More...

ସହଯୋଗର ହାତ ବଢଇଲା ମାଁ ମାହେଶ୍ୱରୀ ସେନା

ବରଗଡ, (କେପିଏନ୍‌ଏସ୍‌) : ବର୍ତ୍ତମାନ ବରଗଡ ସହର କୋଭିଡ୍ ହସପିଟାଲ୍‌ରେ ଏହି ଲକଡାଉନ୍ ସମୟରେ ସବୁ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ହସପିଟାଲରେ ଚିକିତ୍ସିତ ରୋଗୀମାନଙ୍କର ସହିତ ଆସିଥିବା ତାଙ୍କର ସମ୍ପର୍କୀୟମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେଥିପାଇଁ ଆଜି ତିନି ଦିନ ଧରି ମାଁ
Read More...

ନାଗରିକ କମିଟି ତରଫରୁ ମାହେଶ୍ୱରୀ ଅନୁଷ୍ଠାନକୁ ସାହାଯ୍ୟ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟି ତରଫରୁ ମାହେଶ୍ୱରୀ ଅନୁଷ୍ଠାନର ଡାଇରେକ୍ଟର ଅଙ୍କୁଶ ପାଣ୍ଡିଆ ଏବଂ ଏହାର ସଭାପତି ଶୋହନ ଅଗ୍ରୱାଲ ନାଗରିକ କମିଟି ତରଫରୁ ସାତ ଦିନର ଖର୍ଚ୍ଚ ତଥା ହେଣ୍ଡ ଗ୍ଲୋବ ଏବଂ ସଦସ୍ୟମାନଙ୍କର ବ୍ୟବହାର ପାଇଁ ହୋମିଓପାଥିକ ଔଷଧ ସଭାପତି
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟିର ଭର୍ଚୁଆଲ ବୈଠକ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଭର୍ଚୁଆଲ୍‌ ମାଧ୍ୟମରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚୁଆଲ ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ
Read More...

କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହା ସହିତ ଦିବଂଗତ ସାମ୍ବାଦିକମାନଙ୍କ
Read More...

ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଅଗ୍ରଗତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ…

● ନବୋନ୍ମେଷ ସହିତ ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିପ୍ଳବକୁ ଆଗେଇ ନେବ ଏନଡିଏଚଏମ● ଏନଡିଏଚଏମ ଅନ୍ତର୍ଗତ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରାଯାଉ : ପ୍ରଧାନମନ୍ତ୍ରୀ● ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି
Read More...

ସେବା ହିଁ ସଂଗଠନ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ଆହ୍ବାନ କ୍ରମେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସେବା ହିଁ ସଂଗଠନ ସଚେତନ କାର୍ଯ୍ୟକ୍ରମ ଦୀର୍ଘ ଆଠ ଦିନ ଧରି କ୍ରମାଗତ ଭାବରେ ସେବା
Read More...

ଓଡ଼ିଶାକୁ ୫୦୦ କୋଟିର ବାତ୍ୟା ସହାୟତା ଘୋଷଣା କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଓଡ଼଼ିଶାକୁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର । ସେହିପରି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ମିଳିଛି । ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା ମଧ୍ୟ ହୋଇଛି । ବାତ୍ୟା ଯାସ୍‌ରେ କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ଆଜି
Read More...
error: Content is protected !!