Daily Archives

ପାଇକମାଲରେ ଆରମ୍ଭ ହେଲା ଚଉଦ ଦିନିଆ ଲକ୍‌ ଡାଉନ୍‌ : ଶ୍ରମିକ ମାନେ ହଟହଟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ଆଜି ଠାରୁ ପାଇକମାଲ ଅଞ୍ଚଳରେ ଲକ୍‌ ଡାଉନ୍‌ ଆରମ୍ଭ ହୋଇଛି । ଗାଇଡ଼ ଲାଇନ୍‌ ଅନୁସାରେ ଦୋକାନ ଖୋଲିବା କଥା ସକାଳ ୬ଟାରୁ ୧୨ଟାଯାଏଁ । ଅନ୍ୟ ପକ୍ଷରେ ଗ୍ରାହକ ମାନେ ୫୦୦ ମିଟର ଯାଏ ଚାଲି ଚାଲି ସଉଦା କରି ପାରିବେ ।
Read More...

ନବୋଦୟ ଇଂରାଜୀ ଶିକ୍ଷକ ରତିକାନ୍ତ ଦିଶ୍ରୀ ଚାଲିଗଲେ

ତରଭା, (କେପିଏନ୍‌ଏସ୍‌) : ତରଭା ନବୋଦୟ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ରତିକାନ୍ତ ଦିଶ୍ରୀ(୫୮)ଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ କୋଭିଡ୍‌ ଆକ୍ରାନ୍ତ ହେବା ପରେ ସମ୍ବଲପୁର ଅଶ୍ୱିନୀ ହସ୍‌ପିଟାଲ୍‌ରେ ସେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମତ୍ୟୁବରଣ କରିଛନ୍ତି ।
Read More...

କାର୍‌ ସହ ଗଞ୍ଜେଇ ଜବତ : ଜଣେ ନାବାଳକ ସହ ତିନି ଗଞ୍ଜେଇ ମାଫିଆ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ପୋଲିସ ଓ ଅବକାରୀ ବିଭାଗର କଡା ସୁରକ୍ଷା ଥିଲେ ମଧ୍ୟ ବେଆଇନ ଭାବରେ ଏହି ଗଞ୍ଜେଇ କାରବାର ଥମିବାର ନାଁ ଧରୁନି । ଚୋରା ଚାଲାଣ ବେଳେ ଅନେକ ଗଞ୍ଜେଇ ମାଫିଆ ଗିରଫ ହୋଇ ଜେଲ ମଧ୍ୟ ଯାଉଛନ୍ତି ।
Read More...

ବୌଦ୍ଧରେ ଗୁଟଖା, ପାନ ମସଲାର ବ୍ୟାପକ କଳା ବଜାର

ବୌଦ୍ଧ, (ମମତା ମହାକୁର) : କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ମଇ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହାର ସୁଯୋଗ ନେଇ ବୌଦ୍ଧ ସହର ସମେତ ବାଉଁଶୁଣୀ, ପୁରୁଣା କଟକ, ମନମୁଣ୍ଡା ଓ କଣ୍ଟାମାଳ ଅଞ୍ଚଳରେ ଗୁଟଖା ବ୍ୟବସାୟୀ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୮୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮୦ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୩, ୧୦ରୁ ୧, ୧୧ରୁ ୩, ୧୩ୁ୨, ୧୪ରୁ ୧, ୧୫ରୁ ୭, ୧୬ରୁ ୧, ୧୮ରୁ
Read More...

ପ୍ରୋତ୍ସାହନ ଅଭାବରୁ କରୋନା ବିପତ୍ତି ସମୟରେ ବିପନ୍ନ ହେଉଛି କମାରଙ୍କ ଜୀବିକା

ପାଟଣାଗଡ଼, (ଗୋରେଖନାଥ ବରିହା) : ଦିନ ଥିଲା ଲୋକେ ଘର କରଣା ଲୁହା ସାମଗ୍ରୀ ପାଇଁ କମାର ଶାଳର ହାତ ତିଆରି ଜିନିଷ ଉପରେ ନିର୍ଭର କରୁଥିଲେ । ମାତ୍ର ବର୍ତ୍ତମାନ ବଜାରରେ ଉପଲବ୍ଧ ଶସ୍ତା ସୁନ୍ଦର ଆଧୁନିକ ଶୈଳୀରେ ନିର୍ମିତ ବିଭିନ୍ନ କମ୍ପାନୀର ଲୁହା ଜିନିଷର ବହୁଳତା ପାଖରେ କମାର ଶାଳର ହାତ
Read More...

ଲକ୍‌ଡାଉନକୁ କଡାକଡି କରିବା ପାଇଁ ପ୍ରଶାସନ ପକ୍ଷରୁ ବେରିକେଡ୍‌ : ବିରୋଧ କଲେ ପରିବା ବିକାଳୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ରାଜ୍ୟକୁ ଆଜି ଠାରୁ ଆସନ୍ତା ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେଲି ମାର୍କେଟରେ
Read More...

କୋଭିଡ ଯୋଦ୍ଧା ଫାର୍ମାସିଷ୍ଟ ଦିବାକର ପରିଡ଼ାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ ଯୋଦ୍ଧା ଚୁଡ଼ାପାଲି ସିଏଚ୍‌ସିର ଫାର୍ମାସିଷ୍ଟ ଦିବାକର ପରିଡ଼ା(୫୪)ଙ୍କ କୋଭିଡ଼ ସଂକ୍ରମଣରେ ଗତ ବିଳମ୍ବିତ ରାତିରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିବା ବେଳେ ଆଜି ପୂର୍ବାହ୍ନରେ
Read More...

ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ : ଲକଡ଼ାଉନରେ ପୋଲିସର କଡ଼ାକଡ଼ି ଯାଂଚ

ମ.ରାମପୁର, (ହେମନ୍ତ ସାହୁ) : ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେଇଛି ଲକଡ଼ାଉନ । କେବଳ ଗୋଟିଏ ପ୍ରୟାସ, ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ମଧ୍ୟ ପ୍ରଶାସନ ତରଫରୁ ଯାଂଚ କଡ଼ାକଡ଼ି କରାଯାଇଛି । ତେବେ ସକାଳ ୬ଟାରୁ ୧୨ଟା ଯାଏଁ ଲୋକଙ୍କୁ ଘର
Read More...

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଲାଫେର ଗୌନ୍ତିଆ କିର୍ତ୍ତି ମାଝୀଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ ଲାଫେର ଗ୍ରାମର ଗୌନ୍ତିଆ କୀର୍ତ୍ତି ଚନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଘଟିଛି । ସେ ୩୦ ନମ୍ବର ଜୋନ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଝିଙ୍କିଡୁଙ୍ଗୁରି ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଭାବରେ ପଦବୀ ହାସଲ କରିଥିଲେ । ତେବେ
Read More...