Daily Archives

ପାରିବାରିକ କଳହକୁ କେନ୍ଦ୍ର କରି ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପାରିବାରିକ କଳହକୁ କେନ୍ଦ୍ର କରି ମହୁଲ ଗଛରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡାର ସଞ୍ଜୟ ବିଶି ମାଝୀ । ଘଟଣାରୁ ପ୍ରକାଶ ଯେ, ସଞ୍ଜୟଙ୍କ ଘରେ ପ୍ରତ୍ୟେକ ଦିନ
Read More...

ରେଳ ଲାଇନରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : ଟିଟିଲାଗଡ-ରାୟପୁର ପୂର୍ବତଟ ରେଳ ସେକ୍ସନ ଅଧୀନସ୍ଥ କଂଟାବାଂଜି ମୁରିବାହାଲ ମଧ୍ୟରେ ଥିବା କି.ମି. ଖମ୍ବ ନଂ.୧୭୧/୧୧-୧୨ଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କଂଟାବାଂଜି ରେଲବାଇ ପୋଲିସ ଉଦ୍ଧାର କରିଛି । ମୃତ ଜଣକର ବୟସ ପ୍ରାୟ ୫୦ ବର୍ଷ ହୋଇଥିବା ବେଳେ
Read More...

ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁରୋଧ କ୍ରମେ ସାରା ବିଶ୍ୱରେ ଆଜି ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ ହେଉଛି । ବର୍ତ୍ତମାନ ସମୟରେ କରୋନାର ଦ୍ୱିତୀୟ ଲହର ତାର ପ୍ରାକୋପ ଜାରି ରଖିଥିବା ବେଳେ ଆଜିର ଦିବସଟି ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ । ଜୁନିୟର ରେଡକ୍ରସ
Read More...

ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳଙ୍କ ୮୭ ତମ ଜନ୍ମ ଦିନରେ ଚିପିଲିମା ସାହିତ୍ୟ ଆସର

ସଂବଲପୁର,(କେପିଏନ୍‌ଏସ୍‌) : ମା' ଘଣ୍ଟେଶ୍ବରୀ ସାହିତ୍ୟ ଘର, ଚିପିଲିମା ଆନୁକୂଲ୍ୟରେ ତା'ର ଷଷ୍ଠତମ ଅନ୍ ଲାଇନ୍ ସାହିତ୍ୟ ଆସରରେ ମହାନ ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳଙ୍କ ୮୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମାଞ୍ଚଳର ଭିନ୍ନ ଭିନ୍ନ ଜିଲ୍ଲାରୁ ପ୍ରାୟ ୪୬ ଜଣ
Read More...

ଆଜି ଠାରୁ ୧୪ ଦିନିଆ ଲକ୍‌ ଡାଉନ୍‌ : ପଦ୍ମପୁର ସହରାଞ୍ଚଳରେ ଯାଞ୍ଚ କଡାକଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଆଜି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକ ଡାଉନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ସହରାଞ୍ଚଳ ମଧ୍ୟରେ ଲକ ଡାଉନକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି
Read More...

କରୋନା ମହାମାରୀରୁ କେବେ ମୁକ୍ତି ମିଳିବ : ବିଶେଷଜ୍ଞମାନେ କ’ଣ କୁହନ୍ତି, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଦେଶବାସୀ ବର୍ତ୍ତମାନ କରୋନାର ଏକ ଭୟଙ୍କର ଏବଂ ବିପଜ୍ଜନକ ତରଙ୍ଗ ସହିତ ସଂଘର୍ଷ କରୁଛନ୍ତି । ସାଧାରଣ ଜନତା କରୋନା ବିରୋଧରେ ଲଢ଼ୁଥିବା ଏହି ଯୁଦ୍ଧ ସମସ୍ତଙ୍କ କଳ୍ପନା ବାହାରେ । ଗତ କିଛି ସପ୍ତାହ ମଧ୍ୟରେ ଦେଶରେ ଲକ୍ଷ ଲକ୍ଷ କରୋନା ଭୂତାଣୁ ଦ୍‌ଦ୍ୱାରା ଆକ୍ରାନ୍ତ ହୋଇଥିବା
Read More...

ଗାଁରେ କରୋନା ସଚେତନ କଲେ ସ୍ୱେଚ୍ଚାସେବୀ

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କତରଲଗା ଗ୍ରାମର ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍‌ଷ୍ଠିତ ହୋଇଯାଇଛି । କରୋନାର ଦ୍ଵିତୀୟ ଲହର ଏବେ ବଲାଙ୍ଗିର ଜିଲ୍ଲାରେ ତାର କାୟା ବିସ୍ତାର କରୁଥିବା ବେଳେ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ହିଂସା ବନ୍ଦ କରିବାକୁ ମିଥୁନ ଚକ୍ରବର୍ତ୍ତୀଙ୍କ ଅପିଲ୍‌ : ରାଜନୀତି ଅପେକ୍ଷା ମାନବ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ

କୋଲକାତା : ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ ଦୁଃଖ ପ୍ରକାଶ କରି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ହିଂସା ବନ୍ଦ କରାଯାଉ । ଲୋକେ କୌଣସି ମଂଦ ପ୍ରୋତ୍ସାହନରେ ନଆସନ୍ତୁ । ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗ ଜଳୁଛି ବୋଲି ସେ ନିଜ ଟ୍ୱିଟରେ ଲେଖିଛନ୍ତି । ସେ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୮୮୯, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭୨୫୭, ଶୀର୍ଷରେ ଖୋର୍ଦ୍ଧା,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୨୫୭ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୬୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୨୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...
error: Content is protected !!