pakka

ନବୋଦୟ ଇଂରାଜୀ ଶିକ୍ଷକ ରତିକାନ୍ତ ଦିଶ୍ରୀ ଚାଲିଗଲେ

bbehera

ତରଭା, (କେପିଏନ୍‌ଏସ୍‌) : ତରଭା ନବୋଦୟ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ରତିକାନ୍ତ ଦିଶ୍ରୀ(୫୮)ଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ କୋଭିଡ୍‌ ଆକ୍ରାନ୍ତ ହେବା ପରେ ସମ୍ବଲପୁର ଅଶ୍ୱିନୀ ହସ୍‌ପିଟାଲ୍‌ରେ ସେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମତ୍ୟୁବରଣ କରିଛନ୍ତି । ସେ ଜଣେ ଛାତ୍ରବତ୍ସଳ, ନିଷ୍ଠାବାନ ଶିକ୍ଷକ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

eleven + 19 =