ଶମ୍ଭୁ ପ୍ରସାଦଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ତରଭା, (କେପିଏନ୍ଏସ୍) : ସ୍ଥାନୀୟ ଏ.ଇ.ଏସ୍. କଲେଜରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ କଲେଜର ରାତ୍ର ଜଗୁଆଳିଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅର୍ଥନୀତି ବିଭାଗର ପ୍ରଫେସର ବିନତୀ ମିଶ୍ର ଓ ରାତ୍ର ଜଗୁଆଳି ଶମ୍ଭୁ ପ୍ରସାଦ!-->…
Read More...
Read More...