jsm

ଲକ୍‌ଡାଉନକୁ କଡାକଡି କରିବା ପାଇଁ ପ୍ରଶାସନ ପକ୍ଷରୁ ବେରିକେଡ୍‌ : ବିରୋଧ କଲେ ପରିବା ବିକାଳୀ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ରାଜ୍ୟକୁ ଆଜି ଠାରୁ ଆସନ୍ତା ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେଲି ମାର୍କେଟରେ ବେରିକେଡ୍‌ ବ୍ୟବସ୍ଥା କରାଯାଇଛି । ତେବେ ଏହି ବ୍ୟବସ୍ଥାକୁ ପରିବା ବିକାଳୀମାନେ ବିରୋଧ କରି ଆଜି ରାସ୍ତା ଉପରେ ପନିପରିବା ଢାଲି ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

yuvodaya
Leave A Reply

Your email address will not be published.