Daily Archives

କାଳବୈଶାଖୀର ତାଣ୍ଡବ : ଖୁଜେନବାହାଲ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଉଡିଲା ଆଡବେଷ୍ଟଜ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଂଚାୟତର ଖୁଜେନବାହାଲ ଗାଁରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଲାଗିଥିବା ଆଡବେଷ୍ଟଜ ଆଜିର କାଳବୈଶାଖୀ ହେବାରୁ ଆଡବେଷ୍ଟଜ ଉଡିଯାଇଥିଲା । ତେବେ କାମ ହେବା ସମୟରେ
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ଟିଟିଲାଗଡ, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ର ଟିଟିଲାଗଡ ପ୍ରତିନିଧି ଗୌରବ ଦର୍ଜୀଙ୍କ ବାପା ବିଦ୍ୟାଧର ଦର୍ଜୀ(୬୪)ଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ସେ କୋଭିଡରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।
Read More...

ବାଇକ ଦୁର୍ଘଟଣାରେ କଲେଜ କର୍ମଚାରୀ ମୃତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀ ବାଇକ ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ସୂଚନା ମତେ, ବଙ୍ଗୋମୁଣ୍ଡା ସଦରର ଭୁବନେଶ୍ୱର
Read More...

ଭର୍ଚୁଏଲ ମୋଡରେ ରାସ୍ତାର ଭିତ୍ତିପ୍ରସ୍ତର ଓ ମୋ’ ସ୍କୁଲ ବୈଠକରେ ଯୋଗ ଦେଲେ ନରସିଂହ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଡ ପଞ୍ଚାୟତ ଅଧୀନସ୍ଥ କୁବ୍ରିମହୁଲରେ ବରଘାଟିର ୯କିମି ଦୀର୍ଘ ଏକ ରାସ୍ତାର ଭିତ୍ତିପ୍ରସ୍ତର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଭର୍ଚୁଏଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ଉନ୍ନୟନ ବିଭାଗ
Read More...

କୋଭିଡ୍‌ ଆକ୍ରାନ୍ତ ଦମ୍ପତ୍ତିଙ୍କୁ ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ସବୁବେଳେ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ତତ୍ପର, କରୋନା ମହାମାରୀ ସମୟରେ ଯେତେବେଳେ ସଧାରଣ ଜ୍ୱର ହେଉଥିବା ଜାଣି ମଧ୍ୟ ବନ୍ଧୁ ପରିଜନ ପାଖ ମାଡୁ ନାହାନ୍ତି, ଏହି ପରି ସମୟରେ ମାହେଶ୍ୱରୀ ସଦସ୍ୟମାନେ ଆନନ୍ଦ ନଗରରେ
Read More...

ବସ ମାଲିକ କୁଞ୍ଜ ବିହାରୀ ଭୋଇଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସ୍ ମାଲିକ କୁଞ୍ଜ ବିହାରୀ ଭୋଇଙ୍କ ଆଜି ସଂଧ୍ୟା ୫ଘ ୩୦ମି.ରେ ମିନିଟରେ ବୁର୍ଲା ସ୍ଥିତ ସମଲେଶ୍ଵରୀ ହସ୍‌ପିଟାଲରେ ପରଲୋକ ହୋଇଯାଇଛି । ବଲାଙ୍ଗିର ବସ ମାଲିକ ସଂଘର ସେ ଜଣେ ପ୍ରଗତିଶୀଳ ଓ ପରୋପକାରୀ ସଭ୍ୟ ଭାବେ ଜଣାଶୁଣା ଥିଲେ । ଦୀର୍ଘ ବର୍ଷ ଧରି ତାଙ୍କ
Read More...

ବିଜେପି ଦଳର ଟାଣୁଆ ନେତା ପ୍ରମୋଦ ଭୋଇ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ସିମାନ୍ତକୁ ଲାଗିରହିଥିବା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ଯାଉଥିବା ବଡଉଡେନ ଗ୍ରାମର ସୁପରିଚିତ ଗୈାନ୍ତିଆ ପ୍ରମୋଦ ଭୋଇ ଆଉ ନାହାନ୍ତି । ସେ କିଛି ଦିନ ହେଲା ମହାମାରୀ କରୋନା ରୋଗରେ ପିଡୀତ ହୋଇ ପଦ୍ମପୁର ଜେନିତ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକରୁ ୧୨ ଜଣ,
Read More...

ସୁବର୍ଣ୍ଣପୁର ଜିଲ୍ଲାର ୭ଟି କେନ୍ଦ୍ରରେ ୧୨ ତାରିଖ ଦିନ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ କେବଳ ଦ୍ଵିତୀୟ ଡୋଜ…

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ହିତାଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ସିଏଚସି ଅନ୍ତର୍ଗତ ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ଆସନ୍ତା
Read More...

ବଜ୍ରାଘାତରେ ୧ ମୃତ, ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ଥାନା ବରକାନୀ ଗାଁରେ ବିଜୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ବରକାନୀ ଗାଁର ୨ଜଣ ମହିଳା ଗାଧୋଇବା ପାଇଁ ପୋଖରୀକୁ ଯାଇଥିବା ବେଳେ ଝଡ଼ ତୋଫାନ ସହିତ ବିଜୁଳି
Read More...