Daily Archives

ଶେରଗଡ ବ୍ଲକ କୃଷ୍ଣଛାଇ ଗାଁ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସଯାତ୍ରା ଉପରେ ପ୍ରଶାସନର ୧୪୪ ଜାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ଦ୍ୱିତୀୟ ଲହର ସୁନାମି ଭଳି ମାଡ଼ି ଚାଲିଥିବା ବେଳେ ଏହାର ଚେନ ଭାଙ୍ଗିବା ପାଇଁ ସରକାର ୧୪ ଦିନିଆ ଲକଡ଼ାଉନ କରିଛନ୍ତି । ଯାହାକି ଏହି ଲକଡାଉନର ଅବଧି ଚଳିତ ମଇ ମାସ ୧୯ ତାରିଖ ପର୍ୟ୍ୟନ୍ତ ପ୍ରଶାସନ ପକ୍ଷରୁ ବଳବତ୍ତର ରହିଛି । କିନ୍ତୁ
Read More...

ରହସ୍ୟମୟ ଭାବେ ଯୁବକ ଗାଏବ, ପରିବାର ଥାନାର ଦ୍ୱାରସ୍ଥ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ନିଜ ସାଙ୍ଗ ସହ ମୁଁ ଯାଉଛି କହି ଜଣେ ଯୁବକ ଘରୁ ବାହାରି ରହସ୍ୟମୟ ଭାବେ ଗାୟବ ହୋଇ ଯାଇଥିବା ପରି ଘଟଣା ଘଟିଛି । ଟିଟିଲାଗଡ ସହର ଅନ୍ତର୍ଗତ ୧୪ ନଂ ୱାର୍ଡ ନିବାସୀ ଗୋବର୍ଦ୍ଧନ କାଣ୍ଡ ନାମକ ଜଣେ ବ୍ୟକ୍ତିଙ୍କ ତୃତୀୟ ପୁଅ ଉମାକାନ୍ତ କାଣ୍ଡ(୨୦) ଗତ ୩
Read More...

ଛତ୍ରପୁର ପୂର୍ତ୍ତ ବିଭାଗ ଏସଡ଼ିଓ.ଙ୍କ କୋରନାରେ ପରଲୋକ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରାସ୍ତା ଓ କୋଠାବାଡ଼ି ବିଭାଗରେ ଅବସ୍ଥାପିତ ଏସଡ଼ିଓ ଇଂଜିନିଅର ଟି.ଲୋକେଶ୍ୱର ରାଓ କୋରନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଜିଲ୍ଲା ଦପ୍ତରାଞ୍ଚଳରେ
Read More...

ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର

ବରଗଡ, (ନିରୋଜ କୁମାର ପାଣୀ) : ନନ୍ଦଳା, ପାରିକୁଦଗଡ଼, ପୁରୀ ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ମଇ ମାସ ୧୦ ତାରିଖ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହୋଇ ସାରିଛି । ଏହି ଆସରକୁ ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳାଇ ଆରମ୍ଭ କରିବା ସହ ଅନ୍ତରାତ୍ମାରୁ ସାହିତ୍ୟର ସୃଷ୍ଟିକୁ
Read More...

ତୁମୁଡିବନ୍ଧ ପଞ୍ଚାୟତ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କଲେ ସରପଞ୍ଚ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଏହି ଦ୍ୱିତୀୟ ଲହର ବେଶି ଘାତକ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ମଧ୍ୟ ସଂକ୍ରମଣ ହାର
Read More...

କୃଷି ବିଜ୍ଞାନ କେନ୍ଦ୍ରରର ବରିଷ୍ଠ ବୈଜ୍ଞାନିକ ଆଶିଷ ଦାଶ ଚାଲିଗଲେ

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ସକାଳ ୯ଟାରେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ରର ପ୍ରୋଜେକ୍ଟ କୋଅଡିନେଟର ବରିଷ୍ଠ ବୈଜ୍ଞାନିକ ଆଶିଷ ଦାସ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏକ ଘରୋଇ ହସପିଟାଲରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଦୀର୍ଘ ଆଠ ବର୍ଷ ହେଲା ସେ ସପରିବାର ବଲାଙ୍ଗିର
Read More...

ବଜ୍ରପାତରେ ଜଲିଗଲା ପତ୍ରଫଡି : ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ପୋଡ଼ି ନଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ଡଙ୍ଗିଆବାହାଲ ଗ୍ରାମରେ ବଜ୍ରପାତ ଯୋଗୁଁ ପତ୍ରଫଡିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିବା ସୁଚନା ମିଳିଛି । ଆଜି ଦିନ ପ୍ରାୟ ୧୦ ଘଣ୍ଟା ସମୟରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ
Read More...

ଆଇନଜୀବୀଙ୍କ ମା’ ରାମଦେବୀଙ୍କ ଦେହାନ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥାନୀୟ ଚଣ୍ଡୀ ମନ୍ଦିରପଡା ନିବାସୀ ଆଇନଜୀବୀ କିଶୋର ଓ ମନୋଜ ଅଗ୍ରୱାଲଙ୍କ ମାଆ ରମାଦେବୀ ଆଗ୍ରୱାଲ(୭୦)ଙ୍କ ପରଲୋକ ଘଟିଛି । ସେ କିଛି ଦିନ ହେଲା ଅସୁସ୍ଥ ଥିବା ଯୋଗୁଁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା
Read More...

ମ.ରାମପୁର ବ୍ଲକରେ ୩ଶିକ୍ଷକଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କରୋନା କାଳରେ ମ.ରାମପୁରରେ ଇତି ମଧ୍ୟରେ ତିନିଜଣ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କ ପରଲୋକ ଘଟିସାରିଛି । ଯାହାକୁ ନେଇ ଶିକ୍ଷକ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ମ.ରାମପୁର ବ୍ଲକ ସିଂହପୁର ଗ୍ରାମର ବାସିନ୍ଦା ତଥା ଲାତେର ବିଦ୍ୟାଳୟର ଶିକ୍ଷକ ଶଶୀ
Read More...

ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ ଭେଉଁରିଆ ପଞ୍ଚାୟତ ବୁଧାପାଲି ଗ୍ରାମର ସଦାନନ୍ଦ ନାଗ, ବିରଞ୍ଚି
Read More...