csstore

କୋଭିଡ୍‌ ଆକ୍ରାନ୍ତ ଦମ୍ପତ୍ତିଙ୍କୁ ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ସବୁବେଳେ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ତତ୍ପର, କରୋନା ମହାମାରୀ ସମୟରେ ଯେତେବେଳେ ସଧାରଣ ଜ୍ୱର ହେଉଥିବା ଜାଣି ମଧ୍ୟ ବନ୍ଧୁ ପରିଜନ ପାଖ ମାଡୁ ନାହାନ୍ତି, ଏହି ପରି ସମୟରେ ମାହେଶ୍ୱରୀ ସଦସ୍ୟମାନେ ଆନନ୍ଦ ନଗରରେ ରହୁଥିବା ଦମ୍ପତି କୋଭିଡ ଆକ୍ରାନ୍ତ ହୋଇ ଅମ୍ଲଜାନ ସ୍ତର ଅତ୍ୟନ୍ତ ତଳକୁ ଖସି ମୁର୍ମୁଶଃ ଅବସ୍ଥାରେ ଥିବା ଜାଣି ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇ କିଛି ସମୟ ପାଇଁ ତାଙ୍କ ଅମ୍ଲଜାନ ସ୍ତରକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବା ପରେ ପୁଣି କରୋନା ହସ୍ପିଟାଲରେ ଭର୍ତ୍ତି କରି ନିଜ ସାମାଜିକ ଦାୟିତ୍ୱ ପ୍ରତିପାଦନ କରିଛନ୍ତି ।

jayashree
Leave A Reply

Your email address will not be published.