Daily Archives

କରୋନା ପ୍ରଭାବିତ ୩୦ ବର୍ଷର ଦିବ୍ୟାଙ୍ଗଙ୍କ ଶବ ସତ୍କାର କଲେ ବିଜେପି ନେତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମର କରୋନା ପ୍ରଭାବିତ ଜଣେ ୩୦ ବର୍ଷିୟ ଦିବ୍ୟାଙ୍ଗ ରମେଶ ଦିକ୍ଷିତଙ୍କ ଅନ୍ତିମ ସଂସ୍କାର କଲେ ବିଜେପି ନେତା । ପାଇକମାଲ ଗ୍ରାମର ଶ୍ରୀ ବିଜୟ ଦିକ୍ଷିତଙ୍କ ୩୦ ବର୍ଷିୟ ଏକ ଦିବ୍ୟାଙ୍ଗ ପୁଅ ରମେଶ ଦିକ୍ଷିତ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘଦିନ
Read More...

ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟର ଉନ୍ନତି କଳ୍ପେ ଭର୍ଚୁୁଆଲ୍‌ ମିଟ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଉଚ୍ଚ ବାଳିକା ବିଦ୍ୟାଳୟର ବହୁବିଧ ଉନ୍ନତି କଳ୍ପେ ଏକ ଭର୍ଚୁୁଆଲ୍‌ ମିଟ୍ ଅନୁଷ୍ଠିତ ହୋଯାଇଛି । ଏହି ବିଦ୍ୟାଳୟକୁ ମୋ-ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ବିଭିନ୍ନ ଦିଗଉପରେ
Read More...

ଲକ୍ ଡାଉନ୍‌ରେ ଫସି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର କଲା ଆଗଲପୁର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ନିକଟସ୍ଥ ଜର୍ଜଗଡ ଗ୍ରାମର ୬୦ ବର୍ଷ ବୟସର ବସନ୍ତ ଭୋଇ ନାମକ ଏକ ବ୍ୟକ୍ତି ବିଭିନ୍ନ ଅଞ୍ଚଳକୁ ଯାଇ ଚେରମୂଳି ଔଷଧ ବିକ୍ରି କରନ୍ତି । ଲକ୍ ଡାଉନ୍ ପୂର୍ବରୁ ସେ ଘରୁ ବାହାରି ବିଭିନ୍ନ ଅଞ୍ଚଳ ବୁଲା ବୁଲି କରି ରହିଥିଲେ କିନ୍ତୁ ଲକ୍
Read More...

କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ ବଢ଼ିଲା ଲକ ଡାଉନ ଅବଧି : ଆସନ୍ତା ୧୭ ତାରିଖ ଯାଏଁ ଲକଡାଉନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ ବଢ଼ିଲା ଲକ ଡାଉନ ସମୟ ଅବଧି । ଆସନ୍ତା ୧୭ ତାରିଖ ଯାଏଁ ଲକଡାଉନ ବଢ଼ିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ପୂର୍ବରୁ ଯେଉଁ ନିୟମ ଥିଲା ସେହି ଭଳି ଚାଲିବ ଲକ୍‌ ଡାଉନ । ଶନିବାର ଓ ରବିବାର ଉଇକେଣ୍ଡ୍‌ ସଟ ଡାଉନ
Read More...

ପାଣି ଆଣିବା ବେଳେ ଗଭୀର କୂଅରେ ଯୁବତୀ ଖସି ପଡିଲେ : ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀଙ୍କ ଉଦ୍ୟମ ଯୋଗୁଁ ଯୁବତୀ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଳକର କଟିମାହା ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା । ଘଟଣା ପ୍ରକାରେ ଏକ ନିଶ୍ଚିତ ମୃତ୍ୟୁ ମୁଖରେ ଜଣେ ଯୁବତୀ ଜୀବନ ଫେରିପାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଟିମାହା
Read More...

ଜୁନିୟର ରେଡକ୍ରସର ହରିଶଙ୍କରଠାରେ ଜୀବେଦୟା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ତାଲାବନ୍ଦ ସମୟରେ ମଣିଷ ସମେତ ଜୀବଜନ୍ତୁ ମଧ୍ୟ ଖାଇବାକୁ ନପାଇ ଭୋକଉପାସରେ ରହିବାର ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହରିଶଙ୍କରଠାରେ ମାଙ୍କଡମାନେ ମଧ୍ୟ ଖାଇବାକୁ ପାଉନଥିବାର ସୋସିଆଲ ମିଡିଆରେ ଜାଣିବା
Read More...

ଆସାମରେ ପୁଣି ଭୂକମ୍ପ : ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧

ଆସାମ : ଆସାମରେ ପୁଣିଥରେ ରବିବାର ଦିନ ସୋନିତପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ବୋଲି ଜଣାପଡିଛି । ଭୂକମ୍ପ କେନ୍ଦ୍ର ତେଜପୁରଠାରୁ ୪୦ କିଲୋମିଟର ପଶ୍ଚିମରେ ଥିଲା । ଭାରତୀୟ ସମୟ ଅନୁସାରେ ଦିନ
Read More...

ଆଉ ନାହାନ୍ତି ବର୍ଷୀୟାନ ପାଲା ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ

ଖୋର୍ଦ୍ଧା : ବର୍ଷୀୟାନ ପାଲା ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ ଆଉ ନାହାନ୍ତି । ଆଜି ଖୋର୍ଦ୍ଧା ସାରୁଅ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କୋଭିଡ୍ ଗାଇଡ୍ ଲାଇନ
Read More...

ଚିତାଖୋଲ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ମାନବ ସମାଜକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଣୁ ଭାରତର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନରେ
Read More...

ଗାଁକୁ ଗାଁ ବୁଲି କରୋନା ସଚେତନ କଲେ ସିୟା ପରିବାର ଏବଂ ଗାଁ କଲ୍ୟାଣ ସମିତି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୟା ପରିବାର ଏବଂ ଗାଁ କଲ୍ୟାଣ ସମିତିର ମିଳିତ ଆନୁକୁଲ୍ୟରେ ଖଣ୍ଡହତା, ପିତାମହୁଳ, ମୁରଶୁଣ୍ଢି ଏବଂ ଲୁତୁରପଙ୍ଗ ପଞ୍ଚାୟତର ବିଭିନ୍ନ ଗାଁକୁ ଗାଁ ବୁଲି କରୋନା ସଚେତନ କରାଯାଇଥିବା
Read More...
error: Content is protected !!