Daily Archives

ଭାରତୀୟ ଜନତା ପାର୍ଟି ତାରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (ମନୀଷ କମୁାର ହଂସ) : ବଲାଙ୍ଗିର ଜ଼ିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରବିବାର ଦିନ ଭାରତୀୟ ଜନତା ପାର୍ଟି, କଣ୍ଟାବାଞ୍ଜି ଶାଖା, କୃଷକ ମୋର୍ଚ୍ଛା ସହଯୋଗରେ ସେବାହିଁ ସଂଗଠନ ଉପଲକ୍ଷେ ରବିବାର ଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି
Read More...

ଶୁଖିଲା ସାମଗ୍ରୀ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଅନେକ ଗରିବ ନୀରିହ ଲୋକ ଲକଡାଉନ ଓ ସଟଡାଉନ ଯୋଗୁଁ ଖାଇବା ପାଇଁ ନପାଇ ଡହଲ ବିକଳ ହେଉଛନ୍ତି । ଫଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି । ତେବେ
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ରାତି ୧୧ ଘଣ୍ଟା ସମୟରେ କୁମୁଦିନୀ ମହାନ୍ତିଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଅବସ୍ଥାରେ ତାଙ୍କର ଭାଇ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ଭେଉଁରିଆ ଛକ ସ୍ଥିତ ବାସ ଭବନରେ ରହୁଥିଲେ । ଅନେକ ଦିନରୁ ତାଙ୍କର ସ୍ୱାମୀଙ୍କ
Read More...

ଅକ୍ସିମିଟର ଦ୍ଵାରା ଅକ୍ସିଜେନ୍ ସ୍ତର ଯାଞ୍ଚ୍ ଓ ଥର୍ମାଲ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ : ମାସ୍କ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ସରଗାଡ ପଞ୍ଚାୟତ ଠାକୁର ପାଲି ଗ୍ରାମରେ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ ଅକ୍ସି ମିଟର ଦ୍ଵାରା ଅକ୍ସିଜେନ୍ ସ୍ତର ଯାଞ୍ଚ୍ ଓ ଥର୍ମାଲ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିତୁ ସାହୁ, ରାଜେଶ ସାହୁ, ପ୍ରିତମ
Read More...

କୋଭିଡ ସମ୍ୱନ୍ଧୀୟ ଚିକିତ୍ସା ଓ ପରାମର୍ଶ ପାଇଁ ବିଶେଷ ପଦକ୍ଷେପ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ ସମୟରେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ନିମନ୍ତେ ବିଶେଷ ପଦକ୍ଷେପ ସ୍ୱରୂପ 'ଡକ୍ଟର ଅନ କଲ'ର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଜନସାଧାରଣଙ୍କୁ ସୁବିଧାରେ ଓ
Read More...

ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ : ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି, ଧାମରା ବାସୁଦେବପୁର ଅଞ୍ଚଳକୁ ଅକାଶ ମାର୍ଗରୁ ପରିଦର୍ଶନ ପରେ ଧାମରା ପୋର୍ଟ ହେଲିପ୍ୟାଡ଼ରେ ଅବତରଣ କରିଥିଲେ । ପରେ ଚାନ୍ଦବାଲି ଏବଂ
Read More...

ହରିୟାଣାରେ ପୁଣି ବଢିଲା ଲକଡାଉନ

ହରିୟାଣା : ହରିୟାଣାରେ ପୁଣି ବଢିଲା ଲକଡାଉନ ଅବଧି । ତେବେ ଏହି ଲକଡାଉନ ଅବଧିକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁଣି ବଢାଇଛନ୍ତି । ଜୁନ୍ ୭ ଯାଏଁ ଏହି ତାଲାବନ୍ଦ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ତେବେ ଏହି ତାଲାବନ୍ଦ ସମୟରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି ।
Read More...

ବିଜେପି ପକ୍ଷରୁ ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଅନେକ ଗରିବ ନୀରିହ ଲୋକ ଲକଡାଉନ ଓ ସଟଡାଉନ ଯୋଗୁଁ ଖାଇବା ପାଇଁ ଡହକ ବିକଳ ହେଉଛନ୍ତି । ଫଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି । ତେବେ ଏଭଳି
Read More...

ସମ୍ମୁଖ କରୋନା ଯୋଦ୍ଧା ଡାଃ ଶିଖିଧ୍ୱଜ ପଟେଲ : ଦୁଇଶହରୁ ଅଧିକ ରୋଗୀଙ୍କୁ କଲେଣି ସୁସ୍ଥ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କରୋନା ପଜିଟିଭ ଯାହାର ଚିହ୍ନଟ ହେଲା ସେ ରୋଗରୁ ଭଲହେବା କଥା ଚିନ୍ତା କରିବା ଅପେକ୍ଷା ନିଜ ପରିବାର କଥା ଆଗ ଭାବୁଛି, କାରଣ ସେ କଣ ହୋଇଗଲେ ତା’ ପିଲାଛୁଆ କେମିତି କରିବେ, ଏଇ ମାନସିକ ଚିନ୍ତାରେ ସେ ଘାରି ହେଉଛି । ଫଳରେ ତାର ସୁସ୍ଥତାରେ ପ୍ରତିବନ୍ଧକ
Read More...

ବଲାଙ୍ଗିର ବିଷୟରେ ଏକ ରଚନାର କିଛି ଅଂଶ

ଶରଦିନ୍ଦୁ ଭୂଷଣ ହୋତା ବଲାଙ୍ଗିର ଲୋକେ ପ୍ରକୃତିଗତ ଭାବେ ଆମେ ବଡ଼ ସଭାବିଳାସୀ । ଯାହା ଯେମିତି ହେଉ ସବୁ କଥା ଆଗରେ ସଭାଟିଏ କରିବା ଆମର ମଜ୍ଜାଗତ ଅଭ୍ୟାସ । ଚିରୁଣି ଧରି ମୁଣ୍ଡକୁ ବହେ ରାଂପି ପକାଇବା ପରେ ଉକୁଣି ମୁଣ୍ଡିଆ ଲୋକଟିକୁ ଯେମିତି ହାଏ ଲାଗେ, କୌଣସି କିଛି ପାଇଁ ଆମର ମଧ୍ୟ
Read More...