Daily Archives

ବଲାଙ୍ଗିର ସହରରେ ଆସନ୍ତା କାଲି ସକାଳ ସାଢେ଼ ୭ଟାରୁ ସାଢେ଼ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବଲାଙ୍ଗିର ସହରରେ ସକାଳ ସାଢେ଼ ୭ଟାରୁ ସାଢେ଼ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ତେବେ ସହରର ଗାନ୍ଧୀନଗରପଡ଼ା, ଜୁନ୍‌ହାଡିହି, ସମ୍ବଲପୁର ରୋଡ଼ ଅଂଚଳ, ରାଧାରାଣୀପଡ଼ା, କ୍ଲବପଡ଼ା, ସୁଦପଡ଼ା,
Read More...

ବଲାଙ୍ଗିର ଜିଲ୍ଲାରେ ୪୬୧ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୪୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪୬୧ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୪୩ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୩ରୁ ୨, ୧୬ରୁ ୨, ୧୪ରୁ ୩, ୧ରୁ ୪, ୧୦ରୁ ୪, ୧୧ରୁ
Read More...

ବିଜେପି ନେତା ମହେନ୍ଦ୍ର ଠାକୁରଙ୍କ ପିତୃ ବିୟୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ଗ୍ରାମର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁରଙ୍କ ପିତା ଲଷ୍ମୀଧର ଠାକୁର(୧୦୧)ଙ୍କ ପରଲୋକ ଘଟିଛି । ତାଙ୍କର ମୃତ୍ୟୁ ଖବର ପ୍ରସାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଅଞ୍ଚଳରେ ବେଶ ଜଣାଶୁଣା
Read More...

କୋଡ଼ିଏ ଦିନର ସଂଗ୍ରାମ ପରେ ନବଜାତକ ହରେଇଲେ କରୋନାକୁ : ୧୦ଦିନ ଧରି ଭେଣ୍ଟିଲେଟରରେ ରହିଲେ

ମ.ରାମପୁର, (ହେମନ୍ତ ସାହୁ) : ଏବେ ବିଶ୍ୱମହାମାରୀ କରୋନା ନିଜ କବଳରେ ସମସ୍ତ ବୟସର ଲୋକଙ୍କୁ କାବୁ କରିନେଉଥିବା ବେଳେ ଅନେକେ ବୟସର ସାୟାହ୍ନରେ ବି କରୋନା ସହିତ ଯୁଦ୍ଧକରି ବିଜୟୀ ହେଉଥିବା ଦେଖାଯାଇଛି । ତେବେ ଜଣେ ନବଜାତକ, ତାହା ପୁଣି ଜନ୍ମର ମାତ୍ର ଦୁଇ ସପ୍ତାହ ପରେ କରୋନା
Read More...

ଶିକ୍ଷକ ପ୍ରଦୀପ ଭୋଇଙ୍କ ବିୟୋଗରେ ଶିକ୍ଷକ ସଂଘର ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ଯୁଦ୍ଧରେ ଜାଗ୍ରତ ପ୍ରହରୀ ରୂପେ ଲଢ଼େଇ କରି ପଦ୍ମପୁର ଅନ୍ତର୍ଗତ କଦଳିମୁଣ୍ଡା ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ଭୋଇଙ୍କ(୩୬) ଜୀବନ ପ୍ରଦୀପ ଲିଭି ଯାଇଛି । ନିଜ ଗାଁ ଗମ୍ଭାରୀଡିହି ଠାରେ ଆରଆରଟି ଭାବେ ଯୋଗଦେଇ ଘରକୁ ଘର ବୁଲି କରୋନା ପାଇଁ
Read More...

ସଙ୍ଗୋରୋଧରେ ଥିବା ବ୍ୟକ୍ତିଙ୍କ ସହଯୋଗ ପାଇଁ ହାତ ବଢାଇଲା ଟିମ୍ ହ୍ୟୁମାନିଟ୍

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଙ୍ଗିନ୍ ହେଉଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ଛି । ଗତ ୨ ଦିନ ହେଲା କନ୍ଧମାଳ ଜିଲାର ଫୁଲବାଣୀ ବ୍ଳକ
Read More...

ସବୁଜ ହୀରା କେନ୍ଦୁପତ୍ର ଦର ବୃଦ୍ଧି ଏବଂ କରୋନା ପରସ୍ଥିରିରେ ଆଦିବାସୀଙ୍କୁ ଆର୍ଥିକ ପ୍ୟାକେଜ ଘୋଷଣା ପାଇଁ…

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁରିବାହାଲ ବିଡ଼ିଓଙ୍କ ଜରିଆରେ ୪ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀ ରୋଗ
Read More...

ପିଏମ୍ କେୟାର୍ସ ପାଣ୍ଠି ଅର୍ଥରେ ଭେଣ୍ଟିଲେଟର ଯୋଗାଣ

ଭୁବନେଶ୍ୱର, (ପିଆଇବି) : ଦକ୍ଷତାର ସହ କୋଭିଡ ପରିଚାଳନା କ୍ଷେତ୍ରରେ ‘ମେଡ ଇନ୍ ଇଣ୍ଡିଆ’ ଭେଣ୍ଟିଲେଟରଗୁଡିକ ଡାକ୍ତରଖାନାଗୁଡିକର ଭିତ୍ତିଭୂମିକୁ ସୁଦୁଢ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । ଆହୁରି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ
Read More...

୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ/ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରି

• ୫୨୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଠାରେ ପରୀକ୍ଷା କରିବ ଏମ/ଏସ୍ ଭାରତ ବାୟୋଟେକ ନୂଆଦିଲ୍ଲୀ, (ପିଆଇବି) : ଦେଶର ଜାତୀୟ ନିୟନ୍ତ୍ରକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଧ୍ୟାନ ସହକାରେ ପରୀକ୍ଷା କରିବା ପରେ ବିଷୟ ବିଶେଷଜ୍ଞ ସମିତି (ଏସଇସି)ର ସୁପାରିସକୁ ଗ୍ରହଣ
Read More...

ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରୁଛନ୍ତି ବିଭିନ୍ନ ରାଜ୍ୟ

● ଅଭିନବ ପଦକ୍ଷେପ ଜରିଆରେ ସଂକ୍ରମଣକୁ ପ୍ରତିହତ କରିବା ସହ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁ ପ୍ରୟାସ ନୂଆଦିଲ୍ଲୀ, (ପିଆଇବି) : ଦେଶର ବିଭିନ୍ନ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ମାର୍ଗଦର୍ଶିକା ଜାରି କରାଯାଇଛି।
Read More...