om academy

ବଲାଙ୍ଗିର ସହରରେ ଆସନ୍ତା କାଲି ସକାଳ ସାଢେ଼ ୭ଟାରୁ ସାଢେ଼ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବଲାଙ୍ଗିର ସହରରେ ସକାଳ ସାଢେ଼ ୭ଟାରୁ ସାଢେ଼ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ତେବେ ସହରର ଗାନ୍ଧୀନଗରପଡ଼ା, ଜୁନ୍‌ହାଡିହି, ସମ୍ବଲପୁର ରୋଡ଼ ଅଂଚଳ, ରାଧାରାଣୀପଡ଼ା, କ୍ଲବପଡ଼ା, ସୁଦପଡ଼ା, ରାମେଶ୍ୱରନଗର, ଚିମନିଭାଟି, ସାହୁ କଲୋନୀ, ମାଲପଡ଼ା, ହାତୀଶାଲପଡ଼ା, ଟିକ୍ରାପଡ଼ା, ଠିକାଦାରପଡ଼ା, ଡେଲିମାର୍କେଟ, ମେନ୍‌ ରୋଡ଼ ଅଂଚଳ, ରାଜେନ୍ଦ୍ରପଡ଼ା, କଂସାରୀପଡ଼ା, ସରକାରୀ ବସ୍‌ ଷ୍ଟେସନ୍‌, ବ୍ରାହ୍ମଣପଡ଼ା, ହସ୍‌ପିଟାଲ୍‌ ରୋଡ଼୍‌ ଅଂଚଳ, ଜଗନ୍ନାଥପଡ଼ା ଅଂଚଳରେ ଉପରୋକ୍ତ ସମୟରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି ସଂପୃକ୍ତ କୁହାଯାଇଛି ।

Leave A Reply

Your email address will not be published.