om academy

ବଲାଙ୍ଗିର ଜିଲ୍ଲାରେ ୪୬୧ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୪୩

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪୬୧ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୪୩ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୩ରୁ ୨, ୧୬ରୁ ୨, ୧୪ରୁ ୩, ୧ରୁ ୪, ୧୦ରୁ ୪, ୧୧ରୁ ୪, ୧୮ରୁ ୬, ୬ରୁ ୬, ୭ରୁ ୭, ୧୯ରୁ ୮, ୨୧ରୁ ୮, ୪ରୁ ୮, ୫ରୁ ୧୨, ୧୫ରୁ ୧୪, ୨୦ରୁ ୧୬, ୯ରୁ ୧୬ ଓ ୨ରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକରୁ ୧୦ ଜଣ, ବଲାଙ୍ଗିର ବ୍ଲକରୁ ୧୬ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨୦ ଜଣ, ବେଲପଡ଼ା ବ୍ଲକରୁ ୧୧ ଜଣ, ଦେଓଗାଁ ବ୍ଲକରୁ ୩୮ ଜଣ (କେବଳ ମକୁନ୍ଦପୁର ଗ୍ରା.ପ.ରୁ ୩୦ ଜଣ), ଗୁଡ଼ଭେଲା ବ୍ଲକରୁ ୩୨ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୧୦ ଜଣ, ଖପ୍ରାଖୋଲ ବ୍ଲକରୁ ୫ ଜଣ, ଲୋଇସିଂହା ବ୍ଲକରୁ ୧୮ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ୧୫ ଜଣ, ପାଟଣାଗଡ଼ ଏନ୍‌ଏସିରୁ ୪ ଜଣ, ସଇଁନ୍ତଲା ବ୍ଲକରୁ ୨୧ ଜଣ, ଟିଟିଲାଗଡ଼ ବ୍ଲକରୁ ୨୭ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୪୬ ଜଣ, ତୁରେକେଲା ବ୍ଲକରୁ ୨୬ ଜଣ, ତୁଷୁରା ଏନ୍‌ଏସି.ରୁ ୫ ଜଣ ଓ ପୁଇଁନ୍ତଲା ବ୍ଲକରୁ ୭ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.