Daily Archives

ଅକ୍ସିଜେନ ଓ ଔଷଧର ଉପଲବ୍ଧତା ଏବଂ ଯୋଗାଣର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

• ଔଷଧର ଉତ୍ପାଦନ ବୃଦ୍ଧି ପାଇଁ ଭାରତ ସରକାର ଉତ୍ପାଦନକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହୁଛନ୍ତି ଓ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି• ବିଗତ କିଛି ସପ୍ତାହ ହେଲା ରେମଡେସିଭିର ସମେତ ସମସ୍ତ ଔଷଧର ଉତ୍ପାଦନ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଯାଇଛି• ପ୍ରଥମ ଲହରିର ଶୀର୍ଷ ସଂକ୍ରମଣ
Read More...

କୋଭିଡ-୧୯ ମୁକାବିଲାରେ ସହାୟତା ଲାଗି ଜରୁରି ଚିକିତ୍ସା ସାମଗ୍ରୀର ବାଧାମୁକ୍ତ ଯୋଗାଣ ସୁନିଶ୍ଚିତ କରୁଛି ଭୁବନେଶ୍ୱର…

● ମୋଟ ୧୫୬ ଖାଲି ଅକ୍ସିଜେନ ଟ୍ୟାଙ୍କର, ୫୨୬ ଅକ୍ସିଜେନ କନସେଣ୍ଟ୍ରେଟର ଓ ୧୪୦ ଅକ୍ସିଜେନ ସିଲିଣ୍ଡର ପରିବହନ● କୋଭିଡ ଟିକାକରଣ ଶିବିର ଆୟୋଜିତ ଭୁବନେଶ୍ୱର, (ପିଆଇବି) : କୋଭିଡ-୧୯ ବିରୋଧରେ ଦେଶର ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦୈନିକ ଦେଶର ବିଭିନ୍ନ ବିମାନ ବନ୍ଦର ଜରିଆରେ ଜରୁରି
Read More...

କୋଭିଡ କାର୍ଯ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍‌ଡ ଟିକାର ପ୍ରଥମ ମାତ୍ରାରୁ ଦ୍ୱିତୀୟ ମାତ୍ରା ମଧ୍ୟରେ ବ୍ୟବଧାନ…

ନୂଆଦିଲ୍ଲୀ, (ପିଆଇବି) : ଡକ୍ଟର ଏନ.କେ ଆରୋରାଙ୍କ ଅଧ୍ୟକ୍ଷତାରେ କୋଭିଡ୍ କାର୍ୟ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରା ଓ ଦ୍ୱିତୀୟମାତ୍ରା ଦେବାର ବ୍ୟବଧାନ ୧୨ରୁ ୧୬ ସପ୍ତାହ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଦୁଇମାତ୍ରା ମଧ୍ୟରେ ଏହି ବ୍ୟବଧାନ ପୂର୍ବରୁ ଛଅରୁ ଆଠ
Read More...

ସମସ୍ତେ ଥାଇ ବି କେହି ନଥିବା ଭଳି : ମା’ର ଆତ୍ମହତ୍ୟା ପରେ ଏକା ହୋଇଗଲା କୁନି ଝିଅ ଲିସା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଳକ୍ ଅଞ୍ଚଳର ଜଣେ ୩୨ ବର୍ଷର ମହିଳାଙ୍କ ବିଷ ପିଇ ଆତ୍ମହତ୍ୟା ପରେ ତାଂକ ଝିଅ ମାଆ ଛେଉଣ୍ଡ ହୋଇ ଯାଇଥିବା ଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି । ପ୍ରକାଶ ଥାଉ କି, ଭଲ ପାଇ ଯାହାକୁ ବିବାହ କରିଥିଲେ, ସେ ବିବାହର ମାତ୍ର ୫
Read More...

ସୁବର୍ଣ୍ଣପୁରରେ ଆସନ୍ତା ୧୫ ତାରିଖରେ ହେବନାହିଁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସରକାରଙ୍କ କୋଭିଡ ଟୀକାକରଣ ନିମନ୍ତେ ନୂତନ ନିର୍ଦେଶନାମା ଅନୁଯାୟୀ ଜିଲ୍ଲାରେ ତା୧୫/୦୫/୨୧ରେ ହେବାକୁ ଥିବା ଦ୍ଵିତୀୟ ଡୋଜ ଟୀକାକରଣକୁ ସାମୟିକ ଭାବେ ବାତିଲ କରାଯାଇଛି । ପ୍ରକାଶ ଥାଉ କି, ତା୧୩/୦୫/୨୧ରେ ପ୍ରଶାସନ ତରଫରୁ ଦ୍ଵିତୀୟ ଡୋଜ ଟୀକାକରଣ
Read More...

ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି : ଏସଡିପିଓଙ୍କୁ ଚାଷୀଙ୍କ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଚେରଙ୍ଗାଝାଂଜି ଗ୍ରାମର ଜଣେ ଚାଷୀଙ୍କ ଚାଷ ଜମିକୁ ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଚେରଙ୍ଗାଝାଂଜି ଗ୍ରାମର ଚାଷୀ କୈାଲାଶ ପ୍ରଧାନ
Read More...

ପାଇକମାଲ ବ୍ଲକ ଉନ୍ନୟନ କାର୍ଯ୍ୟରେ ୨୨ ପରସେଣ୍ଟ ପିସି କାରବାର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ତଳେ ଭୁବନେଶ୍ବର ଠାରେ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ବ୍ଲକରେ ଚାଲିଥିବା ପିସି ବନ୍ଦ ପାଇଁ ଅଧିକାରୀମାନଙ୍କୁ ତାଗିଦ କରିଥିଲେ । କିନ୍ତୁ ଏହାର କୌଣସି ପ୍ରଭାବ ଅଧିକାରୀ ମାନଙ୍କ ଉପରେ ପଡି ଥିବାର ଲକ୍ଷ୍ୟ କରାଯାଉନାହିଁ ।
Read More...

ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ମଳିଛି । ଗତ ୨ ଦିନ ତଳେ ୮୪ କଏଦୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ
Read More...

ଆଜି କଟକ ସହରରରେ ଟୀକାକରଣ ବନ୍ଦ

କଟକ, (ଚକ୍ରବର୍ତ୍ତୀ ଓତା) : ଆଜି ଇଦ୍-ଉଲ୍-ଫିତର ଛୁଟିଦିନକୁ ଦୃଷ୍ଟିରେ ରଖି କଟକ ସହରରେ ଟୀକାକରଣ କରାଯାଉ ନାହିଁ। ଏନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) କମିଶନର ଅନନ୍ୟା ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ଏହା କେବଳ କଟକ ସହରରେ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି ।
Read More...

ଜନମଞ୍ଚ ସିଭିଲ୍ ସୋସାଇଟି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବର୍ତ୍ତମାନ ଦେଶରେ ତଥା ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହୋଇସାରିଲାଣି । ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସଟଡ଼ାଉନ୍ ଏବଂ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଗରିବମାନଙ୍କ ରୋଜଗାର ପୁରା ଠପ୍ ହୋଇଯାଇଛି । ତେବେ ଏହି ସମୟରେ ଗରିବ ପରିବାରମାନଙ୍କ
Read More...