Daily Archives

ବିଶିଷ୍ଟ କୃଷକ ନେତା ଡା.ସୁଧୀର କୁମାର ପରିଚ୍ଛା ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୃଷକ ନେତା ଡା.ସୁଧୀର କୁମାର ପରିଚ୍ଛାଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯକୃତଜନିତ ସମସ୍ୟାର ସମ୍ମୁଖୀନ ହେବା ପରେ ପାଖାପାଖି
Read More...

ମିଟର ରିଡର ମାନଙ୍କ ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଗ୍ରୀଡ଼ ସବ ଷ୍ଟେସନ ପରିସରରେ ମଙ୍ଗଳବାର, ଝାରବନ୍ଧ ଓ ପାଇକମାଲରେ କାର୍ଯ୍ୟରତ ମିଟର ରିଡର ମାନଙ୍କ ଏକ ଜରୁରୀ ବୈଠକ ଅନଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନା କଟକଣା ଥିବାରୁ ଗାଁ ଗାଁ ଯାଇ ଘର ଘର ବୁଲି ମିଟର ରିଡିଂ ନେବା ସମ୍ଭବ ନୁହେଁ
Read More...

ଅସହାୟଙ୍କୁ ସାହା ହେଲେ ଆସିକା ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନନୀୟା ଆସିକା ବିଧାୟୀକ ଶ୍ରୀମତୀ ମଞ୍ଜୁଳା ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଏବଂ ଗଞ୍ଜାମ ଜୋନ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଆସିକାର ବିଭିନ୍ନ ସ୍ଥାନରେ ଅସହାୟ, ଗରୀବ ଓ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ରନ୍ଧା ଖାଦ୍ୟ
Read More...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ୮ ଗୋଟି ଟୀକାକରଣ କେନ୍ଦ୍ରରେ ୪୫ ତଥା ତଦୁର୍ଦ୍ଧ ବୟସର…

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ହିତାଧିକାରୀ, ଯେଉଁମାନେ ପ୍ରଥମ ଡୋଜ ଟୀକା ନେବାର ୮୪ ଦିନ ସମ୍ପୂର୍ଣ୍ଣ ହୋଇସାରିଥିବ, ତଥା ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ
Read More...

ଆଗକୁ ଆସୁଛି ବେଟେରୀ ଚାର୍ଜ ଶସ୍ତା କାର

ନୂଆଦିଲ୍ଲୀ : ମାତ୍ର ୫ଲକ୍ଷ ଟଙ୍କାରେ କାର୍ ଭାରତୀୟ ବଜାରରେ ସୁଲଭ ଦରରେ ଉପଲବ୍ଧ ହେବ । ଆଉ ଭାରତୀୟ ସଡକ ପଥରେ ବହୁ ସଂଖ୍ୟାରେ ଚାଲିବ ଇଲେକ୍ଟ୍ରି ଚାର୍ଜର ଏକ ନୂଆ ଧରଣର କାର୍‌ । ତେବେ ଭାରତରେ ଲଞ୍ଚ ହେବାକୁ ଯାଉଛି, ସବୁଠୁ ଶସ୍ତା ଇଲେକ୍ଟ୍ରିକ ଚାର୍ଜ କାର୍ । ଏହା ଅନ୍ୟ କାର୍ ଠାରୁ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧, ବଲାଙ୍ଗିର ପୌରାଂଚଳରେ ୫୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦ରୁ ୧, ୧୪ରୁ ୧, ୪ରୁ ୧, ୧୧ରୁ ୨, ୧୯ରୁ ୨, ୨୧ରୁ ୨, ୬ରୁ ୨, ୯ରୁ ୨,
Read More...

ତହସିଲଦାରଙ୍କ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି : ଅମାନିଆ ବ୍ୟବସାୟୀଙ୍କ ୭ଟି ଦୋକାନ ସିଲ୍‌

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦିନକୁ ଦିନ ବୃଦ୍ଧି ପାଉଛି, କରୋନା ସଂକ୍ରମଣର ଭୟ କିନ୍ତୁ ଏମିତି କିଛି ଅମିନିଆ ଅଛନ୍ତି ଯେଉଁମାନେକି କୈାଣସି ସରକାରୀ କୋଭିଡ ନିୟମକୁ ମାନିବାକୁ ନାରାଜ । ସରକାରୀ କୋଭିଡ ନିୟମକୁ ଫୁ କରି ନିଜ ମନମାନି ଚଳାଇଥାନ୍ତି । ଏହି ଭଳି କିଛି
Read More...

ରାଜସ୍ୱ ସେବା ପାଇଁ ଅଭିନବ ପ୍ରୟାସ ‘ରାଜସ୍ୱ ରଥ’

ମ.ରାମପୁର, (ହେମନ୍ତ ସାହୁ) : ରାଜସ୍ୱ ସେବା ଏବେ ଆମ ଗାଁରେ ଭଳି ଏକ ସୁନ୍ଦର ନାରା ଦେଇ ରାଜସ୍ୱ ସେବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଠାରେ ମଧ୍ୟ ଏହି ରାଜସ୍ୱ ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ ତହସିଲଦାର ସୟଦ ଇସାକ ମଦିନା
Read More...

ପୁଣି ଥରେ ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏକ ଅସହାୟ ଅବିବାହିତା ମହିଳା ସନ୍ଧ୍ୟାରାଣୀ ପଟ୍ଟନାୟକ କିଛି ଦିନ ତଳେ ମନ୍ଦିର ବାହାରେ ଦୀପ ଲଗାଉଥିବା ବେଳେ ଦୁର୍ଘଟଣା ବଶତଃ ନିଆଁର ପୋଡି ହୋଇ ଯାଇଥିଲେ । ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ
Read More...

ପଣ୍ତରୀପାଣି ଗ୍ରାମରେ କରୋନା ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ପଣ୍ତରୀପାଣି ଗ୍ରାମରେ ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ମାନଙ୍କର ପ୍ରଚେଷ୍ଟାରେ କୋଭିଡ ଗାଇଡ ଲାଇନ ନିୟମ ମାନି ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତରେ ସାନିଟାଇଜର ଓ
Read More...