Daily Archives

ପିମ୍ପୁଡି ଖାଉଥିବା ଅସହାୟ ଶବ ରାସ୍ତା କଡରୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ଦିନେ କଷ୍ଟର ଏମିତି କାହାଣୀ ଲେଖିବ, ତାହା କେହି କେବେ ସ୍ୱପ୍ନରେ ବି ଭାବି ନଥିଲେ । ମହାମାରୀର ମହାତାଣ୍ଡବ, କେତେ ଯେ ଆଖିକୁ ଓଦା କଲାଣି, ତାହା ଭାବିଲା ବେଳକୁ ଛାତି ଥରି ଉଠୁଛି । ଆଉ ଏହାରି ଭିତରେ ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳରୁ ଆସିଛି ଏକ ହୃଦୟ
Read More...

କରୋନା ନେଲା ମହିଳାଙ୍କ ଜୀବନ : ପ୍ରଶାସନର ଉପସ୍ଥିତରେ ଶବ ସତ୍କାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତ ଦେଢେଲ ଗ୍ରାମର ଫୁଲ ତୋଳା ନାଗ(୫୫)ଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଖବର ପାଇବା ପରେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସନ୍ତୋଷ ବେହେରା, ବିଡିଓ ଦେବାଶିଷ ସାମଲ,
Read More...

କରୋନା ସଂକ୍ରମିତଙ୍କ ଶବ ଦାହ ପାଇଁ ପଦକ୍ଷେପ ନେଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ଲହଙ୍ଗିର ଗ୍ରାମର ଭଗବାନ ମରେଇ ଗତ ପାଞ୍ଚଦିନ ଧରି କୋଭିଡ ସଂକ୍ରମିତ ହେବା ପରେ ହୋମ ଆଇସୋଲେସନ ରହିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ କାଲି ସନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା
Read More...

ଆମ୍ବୁଲାନ୍ସ-ଟ୍ରକ୍‌ ମୁହାଁମୁହିଁ ଧକ୍କା : ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ ପନ୍ଦରମାଇଲ୍‌ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୧୦୮ ଆମ୍ବୁଲାନ୍ସ ଓଡି-୧୨ସି- ୬୭୧୦ ସହ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି ।
Read More...

ଜମି ବିବାଦକୁ ନେଇ ମାର ପିଟ୍‌ ଘଟଣା : ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମରେ ଗତ ରବିବାର ଦିନ ଜମି ବିବାଦକୁ ନେଇ ବିଜୟ ରଣା ଓ ଡିଙ୍ଗର ରଣା ପରିବାରଙ୍କ ଭିତରେ ଗଣ୍ଡ ଗୋଲ ହୋଇଥିଲା । ଘଟଣା ସ୍ଥାନରେ ଡିଙ୍ଗର ରଣାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଗୁରୁତର ହେବାରୁ ତାଙ୍କୁ
Read More...

କରୋନରେ ବୃଦ୍ଧଙ୍କ ମୃତ୍ୟୁ : ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ମାହେଶ୍ୱରୀ ସଂଗଠନ ଓ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନର…

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମାତ୍ରାରେ ବଢି ଚାଲିଛି କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି । ତେବେ ଗତକାଲି ନୁନିଆପାଲି ଗ୍ରାମ ପଞ୍ଚାୟତର ନୁନିଆପାଲି ଗ୍ରାମର ଜଣେ ବୃଦ୍ଧ କରୋନାରେ ସଂକ୍ରମଣ ହୋଇ ମୃତ୍ୟ ବରଣ କରିଥିବା ବେଳେ ବୃଦ୍ଧଙ୍କ ପରିବାର
Read More...

ଆଲୁମିନିୟମ୍‌ ତାର ସହ ଗାଡି ଜବତ, ଜଣେ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ଲକ୍‌ଡାଉନ୍‌ର ଫାଇଦା ଉଠାଇ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ତେବେ ଆଜି ବିଳମ୍ବିତ ରାତିରେ ସଇଁନ୍ତଲା ପୁଲିସ ଖବର ପାଇବା ପରେ ଏକ ପିକ୍‌ଅପ୍‌ ଭ୍ୟାନ ଗାଡି(ଓଡ଼ି-୧୫-ଜି-୫୭୩୪)ରେ
Read More...

ରାଜ୍ୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମେ'୫ରୁ ୧୯ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ଓ ସଟଡାଉନ ଜାରି ରହିଥିବା ବେଳେ ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ୍
Read More...

ହେଲ୍ପ ଡେକ୍ସ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେବା ହିଁ ସଂଗଠନ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାଜକୁମାର ଚହରଙ୍କ ନିର୍ଦ୍ଦେଶ କ୍ରମେ ଭାରତର ସମସ୍ତ ଜିଲ୍ଲାର ଗୋଟିଏ ସ୍ଥାନରେ ଗ୍ରାମାଞ୍ଚଳର ପିଏଚସି ତଥା ସିଏଚସି.ରେ ପ୍ରତେକ ଜିଲ୍ଲାର କୃଷକ ମୋର୍ଚ୍ଚା ତରଫରରୁ କୋଭିଡ
Read More...

କରୋନା ନେଲା ଦୁଇ ଜଣଙ୍କ ଜୀବନ : ସରପଞ୍ଚ ଓ ବ୍ଳକ ପ୍ରଶାସନର ଉପସ୍ଥିତରେ ଶବ ସତ୍କାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଅନେକ ଲୋକେ କରୋନାରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ସବୁଠାରୁ ବଡ଼ ଦୁଃଖର କଥା ହେଲା, କରୋନାରେ ମୃତ୍ୟୁ ହେଲେ ଭୟରେ ଲୋକେ ଶବକୁ ଛୁଇଁବା ପାଇଁ ମଧ୍ୟ ଭୟ କରୁଛନ୍ତି । କିନ୍ତୁ ସଇଁନ୍ତଲା
Read More...