om academy

ଆଗକୁ ଆସୁଛି ବେଟେରୀ ଚାର୍ଜ ଶସ୍ତା କାର

jsm

ନୂଆଦିଲ୍ଲୀ : ମାତ୍ର ୫ଲକ୍ଷ ଟଙ୍କାରେ କାର୍ ଭାରତୀୟ ବଜାରରେ ସୁଲଭ ଦରରେ ଉପଲବ୍ଧ ହେବ । ଆଉ ଭାରତୀୟ ସଡକ ପଥରେ ବହୁ ସଂଖ୍ୟାରେ ଚାଲିବ ଇଲେକ୍ଟ୍ରି ଚାର୍ଜର ଏକ ନୂଆ ଧରଣର କାର୍‌ । ତେବେ ଭାରତରେ ଲଞ୍ଚ ହେବାକୁ ଯାଉଛି, ସବୁଠୁ ଶସ୍ତା ଇଲେକ୍ଟ୍ରିକ ଚାର୍ଜ କାର୍ । ଏହା ଅନ୍ୟ କାର୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଧରଣର । ଭିନ୍ନ ଡିଜାଇନର ମଧ୍ୟ । ୧ ଘଣ୍ଟାରେ ଯିବ ୮୦ କିଲୋମିଟର । ବ୍ୟାଟେରୀ ବି ବଢିଆ । ଚାର୍ଜ କରି ଚାର୍ଜ ପୁରା ହେଲେ, ଗାଡି ଚଳାଇ ହେବ । କାର ଭଲ କୋମ୍ଫୋର୍ଟଟେବୁଲ, ସ୍ମାର୍ଟ ଡ୍ରାଇଭିଂ, ସ୍ମାର୍ଟ ଷ୍ଟାଇଲ ।

Leave A Reply

Your email address will not be published.