Daily Archives

ବଲାଙ୍ଗିର ଏକ୍ସନ କମିଟିର ପୂର୍ବତନ ସଂପାଦକ ସନ୍ତୋଷ ପ୍ରଧାନଙ୍କ ପତ୍ନୀ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏକ୍ସନ କମିଟିର ପୂର୍ବତନ ସଂପାଦକ ସନ୍ତୋଷ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ପଦ୍ମିନୀ ପ୍ରଧାନଙ୍କ ଗତକାଲି ସଂଧ୍ୟା ୭ଟା ୩୦ମି.ରେ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଦୀର୍ଘ ୪ ବର୍ଷ ହେଲା
Read More...

ରକ୍ତ ଦେଇ ଜୀବନ ବଞ୍ଚାଇଲେ ରକ୍ତଦାତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ରକ୍ତର ଘୋର ଅଭାବ ଦେଖାଦେଇଛି । ପ୍ରତିଦିନ କଣ୍ଟାବାଞ୍ଜି ଡାକ୍ତରଖାନାରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରକ୍ତର ମଧ୍ୟ ଆବଶ୍ୟକତା ବଢ଼ିବାରେ ଲାଗିଛି । ଆଜି ପାଞ୍ଚ ଜଣ ରୋଗୀଙ୍କୁ
Read More...

ସଟ୍‌ ଡାଉନ୍‌ ରାତିରେ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ : ତଦନ୍ତ ଅବ୍ୟାହତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନର ଫାଇଦା ନେଇ କିଛି ଦୁର୍ବୁତ୍ତ ଷ୍ଟେଟ ବ୍ୟାଙ୍କର ଟଙ୍କା ନେବା ଆଣିବା ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ । ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ
Read More...

ରବି ଶଙ୍କର ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ରବି ଶଙ୍କର ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ । ରବି ଶଙ୍କରଙ୍କୁ କେନ୍ଦ୍ର ସରକାରଙ୍କର ଏକ କମିଟି ଡେପୁଟି ଗଭର୍ଣ୍ଣର ଭାବେ ମନୋନୀତ କରିଥିବା ବେଳେ ରବି ଶଙ୍କର ଭାରତୀୟ ରିଜର୍ଭ ବ୍ୟାଙ୍କର ୪ର୍ଥ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ
Read More...

ଲକଡାଉନ ବେଳେ ଚାଲୁ ରହିବ ଟୀକାକରଣ ଓ ଟେଷ୍ଟିଂ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ' ୫ରୁ ୧୯ ତାରିଖ ପର୍ୟ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ଟୀକାକରଣ ଓ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଲକ୍‌ଡାଉନ୍‌ ବେଳେ ଟୀକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟୀକା କେନ୍ଦ୍ରକୁ
Read More...

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ସମ୍ମିଳନୀ କକ୍ଷରେ ଲୁପୁରସିଂହା ଓ ତାଲମେଂଡା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳକୃଷ୍ଣ ଦାସଙ୍କ ୩୪ ବର୍ଷ ସରକାରୀ ଚାକିରୀରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା
Read More...

ପରଲୋକରେ ପୂର୍ବତନ ସମିତି ସଭ୍ୟା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ସୁଦେବୀ ଦନାୟକ (୮୮)ଙ୍କ ଶନିବାର ଅପରାହ୍ନ ୪ଘଣ୍ଟା ସମୟରେ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବୈଦ୍ୟନାଥପୁର୍ ଠାରେ ଥିବା ନିଜ ବାସଭବନରେ ପରଲୋକ ଗମନ କରିଛନ୍ତି । ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ
Read More...

ଦେଶରେ ୩.୯୨ ଲକ୍ଷରୁ ଅଧିକ ନୂତନ ରୋଗୀ ଚିହ୍ନଟ, ୩୬୮୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦିନକୁ ୩,୯୨,୪୮୮ କରୋନା ଭୂତାଣୁ ସଂକ୍ରମଣ ପରେ ମୋଟ ସଂକ୍ରମଣ ସଂଖ୍ୟା ୧,୯୫,୫୭,୪୫୭କୁ ବୃଦ୍ଧି ପାଇଛି । ଶନିବାର ଦିନ ଦେଶରେ କୋଭିଡ -୧୯ ରୁ ୩,୬୮୯ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ମଧ୍ୟ ୨,୧୫,୫୪୨ କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
Read More...

ଲକ୍‌ଡାଉନ୍‌ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲକଡାଉନ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ହସ୍ପିଟାଲ, ନର୍ସିଂହୋମ, ଔଷଧ ଦୋକାନ ଖୋଲା ରହିବ । ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ । ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ । ସୋମବାରରୁ ଶୁକ୍ରବାର ସକାଳ ୬ରୁ ୧୨
Read More...

ଓଡିଶାରେ ଘୋଷଣା ହେଲା ଲକ୍‌ଡାଉନ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ମେ' ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ । ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ
Read More...
error: Content is protected !!