ଦେଓଗାଁ ବ୍ଲକରେ ଆଜି ପୁଣି ୧୯ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକ କୁତୁର୍ଲା ଓ ଗୌଡ଼ଗୋଠ ପଞ୍ଚାୟତରେ ୬ଜଣ ଲେଖାଏଁ, ଗୁଡ଼ଖାପଲା ୨ଜଣ, ବଡ଼ବନ୍ଧ, କୁଲୁତାପଡ଼ା, ମାୟାବରାହା, ସାରସମାଲ, ଉପରଝର ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି ।

Leave A Reply

Your email address will not be published.

4 × three =

error: Content is protected !!