ବାତ୍ୟା ୟାସ୍ ପୀଡିତଙ୍କ ପାଇଁ ୭ ଦିନର ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାତ୍ୟା ‘ୟାସ୍‌’ ପ୍ରଭାବରେ ଉତ୍ତର ଓଡ଼ିଶାରେ ବହୁତ କ୍ଷୟକ୍ଷତି ଘଟିଛି । ବାତ୍ୟା ୟାସ୍ ପୀଡିତଙ୍କ ପାଇଁ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ୍ ନେଇ ସ୍ଥିତି ସମୀକ୍ଷା କରିବା ପରେ ପାଣି ଘେରରେ ଥିବା ୧୨୮ ଗାଁକୁ ଏହି ୭ ଦିନର ରିଲିଫ୍ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

six − 5 =

error: Content is protected !!