Daily Archives

ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟସ୍ଥ ପଣ୍ଡା କଲୋନୀ ଠାରେ ରହିଥିବା ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ମଙ୍ଗଳବାର ଦିନ ଗରିବ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଗତ ମଇ ୧୪ ତାରିଖରୁ ଏଭଳି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ ପ୍ରତିଦିନ
Read More...

ନଦୀରୁ ଯୁବକର ଗଳିତ ଶବ ଉଦ୍ଧାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ନିକଟସ୍ଥ ବିନେକେଲା ପଞ୍ଚାୟତ ଗୋଇଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଏକ ଯୁବକର ଗଳିତ ଶବ ଭାସୁଥିବା ଅବସ୍ଥାରେ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛିଫ । ତେବେ ମୃତକ ଜଣକ ଜିତୁ ରଣା, ପି. ରାଜେନ୍ଦ୍ର ରଣା ଗ୍ରାମ ମାଡିଗୁଡା,
Read More...

ଯୁବ ଛାତ୍ର ବିଜେଡିର ରକ୍ତଦାନ ଶିବିର ଆରମ୍ଭ : ସାତ ଦିନ ଧରି ରକ୍ତ ସଂଗ୍ରହ କରାଯିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନା ରୋଗ କାୟା ବିସ୍ତାର କରୁଥିବା ବେଳେ ରକ୍ତର ଅଭାବ ଅନେକ ସମସ୍ୟା ସୃଷ୍ଟି କରୁଛି । ତାକୁ ଆଖି ଆଗରେ ରଖି ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆରମ୍ଭ ରକ୍ତଦାନ ଶିବିର । ଆଜି ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓଙ୍କ ଜନ୍ମଦିନ । ଆଜିଠାରୁ
Read More...

ଆନ୍ଧ୍ର ମାଫିଆଙ୍କ କବଜାରେ କରାତଳି ତାମ୍ପରା : ଦାଦନ ମୁହାଁ ମତ୍ସ୍ୟଜୀବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବହୁ ପୂରାତନ କାଳରୁ ସୃଷ୍ଟି ହୋଇଥିବା ପ୍ରକୃତି ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ ପ୍ରାକୃତିକହ୍ରଦ "କରାତଳି-ତାମ୍ପରା" ପ୍ରତି ଜିଲ୍ଲାପ୍ରଶାସନ ଏବଂ ରାଜ୍ୟସରକାରଙ୍କ ଉଦାସୀନ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ
Read More...

ହୃଦ୍‌ଘାତରେ ଫେରଷ୍ଟ ଗାର୍ଡ ସଜିତ୍‌ଙ୍କ ମୃତ୍ୟୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବୌଦ୍ଧ ବ୍ଲକ୍ ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ି ଗୋରା ଗ୍ରାମର ଯୁବ ଫେରଷ୍ଟ ଗାର୍ଡ ସଜିତ୍ ଝାଂକର ଗତକାଲି ଅପରାହ୍ନ ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେ ବୌଦ୍ଧ ରେଞ୍ଜ ଅନ୍ତର୍ଗତ ଖଜୁରୀପଡା
Read More...

ବଲାଙ୍ଗିରର ପୂର୍ବତନ ଯୁବ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଜି ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପୂର୍ବତନ ଯୁବ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଜି ଜନ୍ମଦିନ । ବିଜେଡ଼ି.ର ଟାଣୁଆ ନେତା କଳିକେଶ ନାରାୟଣ ରାଜନୀତି ଆକାଶରେ ଏକ ସମ୍ଭାବନାମୟ ଜ୍ୟୋତିଷ୍କ ବୋଲି କୁହାଯାଉଥିବା ବେଳେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ
Read More...

ପାରିଶ୍ରମିକ ମିଳିବା ଦାବୀରେ ଶ୍ରମିକ ମାନେ ବେଲପଡା ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା ମହାମାରୀ ଯୋଗୁଁ ସରକାର ଏହି ବର୍ଷ କୋଟି କୋଟି ଟଙ୍କା ବିନିଯୋଗ କରି ଅନେକ ଯୋଜନା ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି । କିନ୍ତୁ ଠିକ ଭାବରେ ମଜୁରିଆ ମାନଙ୍କୁ ନ ମିଳିବା ଅଭିଯୋଗ ଦିନକୁ ଦିନ ଆସୁଛି । ସୂଚନା ଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା
Read More...

କିସାନ ଆନ୍ଦୋଳନର ୬ ମାସ ସମାପ୍ତିରେ କୃଷକମାନେ କଳା ଦିବସ ପାଳନ କଲେ, ଉଡ଼ାଇଲେ କଳା ପତାକା

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ ଥିବା କେନ୍ଦ୍ରର ତିନୋଟି ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ୬ ମାସର ଆନ୍ଦୋଳନ ସମାପ୍ତ କରିବା ପରେ ବୁଧବାର ଦିନ 'କଳା ଦିବସ' ପାଳନ କରିଛନ୍ତି ଏବଂ ଏହି ସମୟ ମଧ୍ୟରେ ସେମାନେ କଳା ପତାକା ଉତ୍ତୋଳନ କରି ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି । କୁଶ
Read More...

ସଇଁନ୍ତଲା ଡାକ୍ତରଖାନାକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନାକୁ ନେଇ ଏବେ ଲୋକେ ଚିନ୍ତାରେ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । ହେଲେ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ନେଉ ନାହିଁ କରୋନା ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ମଧ୍ୟ
Read More...

ବିଶ୍ୱ ଶାନ୍ତି ମହିମା ବାଲ୍ୟଲୀଳା ଯଜ୍ଞ ଅନୁଷ୍ଠିତ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ମହିମା ଆଶ୍ରମରେ ବୈଶାଖ ପୂର୍ଣ୍ଣିମା ଅବସରରେ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବରେ ବିଶ୍ୱ କଲ୍ୟାଣ ତଥା କରୋନା ମହାମାରୀରୁ ଜଗତକୁ ରକ୍ଷା କରିବା ନିମନ୍ତେ ଏକ ବିଶ୍ୱ ଶାନ୍ତି ମହିମା ବାଲ୍ୟଲୀଳା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ବିଂଶତମ ଯଜ୍ଞ
Read More...
error: Content is protected !!