ଦେଓଗାଁ ବ୍ଲକରେ ୩୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୩୪ଜଣଙ୍କ ମଧ୍ୟରୁ ସର୍ବାଧିକ ବଡବନ୍ଧ ପଞ୍ଚାୟତରେ ୧୦ଜଣ, ଉଡ଼ାର ୬, ଦେଓଗାଁ ଓ ଜରାସିଂହା ପଞ୍ଚାୟତରେ ୪ଜଣ ଲେଖାଏଁ, ଡୁମେରପିଟା, ମହଲାଇ ପଞ୍ଚାୟତରେ ୨ଜଣ ଲେଖାଏଁ, ବଡବାହାଲ୍, ଗୁଡ଼ଖାପଲା, କୁତୁର୍ଲା, ମୁକୁନ୍ଦପୁର, ସାଲେପାଲି, ସିକୁଆଁ ପଞ୍ଚାୟତରେ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଥିବାର ସରକାରୀ ରିପୋର୍ଟ ଆସିଛି ।

Leave A Reply

Your email address will not be published.

19 + 12 =

error: Content is protected !!