Daily Archives

ବଙ୍ଗୋପସାଗରେ ଦାନା ବାନ୍ଧୁଛି ବାତ୍ୟା : ଭୟ ବଢାଇଲା ସାଇକ୍ଲୋନ୍ ସେଣ୍ଟର୍‌ର ଆକଳନ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୩ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ କରି ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ
Read More...

ମହିଳାଙ୍କ ଜୀବନ ବଞ୍ଚେଇଲେ ରକ୍ତଦାତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସମାଜରୂପୀ ଗାଡିର ମହିଳା ଓ ପୁରୁଷ ହେଉଛନ୍ତି ଦୁଇଟି ଯାକ ଗୋଟିଏ ଗୋଟିଏ ଚକ ଯାହାଫଳରେ ସମାଜ ଚଳଚଞ୍ଚଳ ହୋଇଉଠେ ଯାହାକି କରୋନା ସମୟରେ ମଧ୍ୟ ପୁରୁଷ ରକ୍ତଦାତା ମାନେ ରକ୍ତଦେଇ ପ୍ରମାଣିତ କରିଛନ୍ତି । ଆଜି କଣ୍ଟାବାଞ୍ଜି ରକ୍ତ ଭଣ୍ଡାରରେ ତିନି ଜଣ
Read More...

ଆସନ୍ତା କାଲି ସକାଳ ୭ଟାରୁ ସାଢେ଼ ୯ଟା ଯାଏଁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୩୨ / ୩୩ କେଭି ଲାଲଟିକ୍ରା ଗ୍ରୀଡ୍‌(ଏସ୍‌ଏସ୍‌) ମରାମତି ପାଇଁ ସଟ୍‌ଡାଉନ୍‌ ଯୋଗୁଁ ସକାଳ ୭ଟାରୁ ସାଢେ଼ ୯ଟା ଯାଏଁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମରାମତି ପାଇଁ ଏହି
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮, ବଲାଙ୍ଗିର ପୌରାଂଚଳରୁ ୩୩, ବଲାଙ୍ଗିର ବ୍ଲକରୁ ୫୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରନ୍ତଙ୍କ ସଂଖ୍ୟା ୨୮୮ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୩ ଓ ବଲାଙ୍ଗିର ବ୍ଲକ ଅଂଚଳରୁ ୫୬ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୨ରୁ ୯, ୫ରୁ ୫, ୧୫ରୁ ୧, ୧୭ରୁ ୧,
Read More...

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ : ଆଶା କର୍ମୀ, ସ୍ୱଚ୍ଛସାଥୀ ଏଥିରେ ସାମିଲ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡି) : ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସ୍କ୍ରିନିଂ ଟେଷ୍ଟ ଆରମ୍ଭ ହୋଇଛି । ଆଶା କର୍ମୀ, ସ୍ୱଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତ୍ୱରାନ୍ୱିତ କରୁଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା
Read More...

ରାଧାକୃଷ୍ଣ ମନ୍ଦିରରୁ ଚୋରି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଗତ ରାତିରେ ଚୋରି ହେଇଥିବା ନେଇ କମିଟୀ ତରଫରୁ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ ହେଇଛି । ତେବେ ଏଥିପୂର୍ବରୁ କିଛି ମାସତଳେ ମଧ୍ୟ ଏହି ମନ୍ଦିର ସମେତ ମ.ରାମପୁରର ବିଭିନ୍ନ ମନ୍ଦିରରୁ ଚୋରୀ
Read More...

ଗ୍ରାମାଞ୍ଚଳରେ ଘାରିଛି କରୋନା ଭୟ, ଗୋଚ୍ଛାଡ଼େଙ୍ଗେନ ପଂଚାୟତରେ ୩୫ରୁ ଅଧିକ ସଂକ୍ରମିତ : ୪ ମୃତ

-କରୋନା ପଜିଟିଭ ମାନୁନାହାନ୍ତି କୋଭିଡ଼ ଗାଇଡ଼ଲାଇନ୍‌ମ.ରାମପୁର, (ହେମନ୍ତ ସାହୁ) : ଏବେ ବିଶ୍ୱମହାମାରୀ କରୋନାର ପ୍ରଭାବ ସହରଠାରୁ ଆରମ୍ଭ କରି ଗ୍ରାମଂଚଳରେ ପହଂଚିଛି । ତେବେ ସହର ଅପେକ୍ଷା ଗାଁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢୁଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ
Read More...

ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ ଆଦିବାସୀ ସଂଘ କଡା ଅଭିଯୋଗ କରିଛି । ସଂଘର ଅଭିଯୋଗ ଅନୁସାରେ ଅବକାରୀ ବିଭାଗର ଉପନିରୀକ୍ଷକ ବିଶ୍ଵନାଥ ପରିଡା ଯୋଗଦେବା ଦିନଠାରୁ ବଡ଼ ବଡ଼ ମଦ
Read More...

କୋଭିଡ-୧୯ ନିୟମକୁ ଅବମାନନା ଅଭିଯୋଗରେ ପାତ୍ରପୁର ଅଞ୍ଚଳରେ ପ୍ରଶାସନର ଚଢ଼ାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଉପାନ୍ତ ଅଞ୍ଚଳ ପାତ୍ରପୁର ଅଞ୍ଚଳରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାତ୍ରପୁର ଇଲାକାରେ କାୟା ବିସ୍ତାର କରିଚାଲିଛି । ସଂକ୍ରମଣ ଶୃଙ୍ଖଳାକୁ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନର ତାଗିଦ କରିଛି । ତଥାପି କିଛି ବ୍ୟବସାୟୀ
Read More...

ବିଜେପି ତରଫରୁ ଲୋକଙ୍କୁ କରାଯାଉଛି ସଚେତନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଜନ ମାନସକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ପ୍ରତି ଦିନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ବାହାରୁ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ
Read More...
error: Content is protected !!