ବଲାଙ୍ଗିର ଡିଭାଇନ୍‌ ଲାଇଭ୍‌ ସୋସାଇଟି ପକ୍ଷରୁ ରନ୍ଧା ଖାଦ୍ୟ ଓ ରାସନ ସାମଗ୍ରୀ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଭାଇନ୍‌ ଲାଇଭ୍‌ ସୋସାଇଟି ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । କୋଭିଡ଼ ପ୍ରଭାବିତ ପରିବାର ଗୁଡ଼ିକର ୩୫୩ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ୟାକେଟ୍‌ ଓ ୫୧୬୦ ଟଙ୍କାର ରାସନ ସାମଗ୍ରୀ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି । ଡିଭାଇନ୍‌ ଲାଇଭ୍‌ ସୋସାଇଟିର ଏଭଳି ମହାମାରୀ ସମୟରେ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

one × 2 =