ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨୬ : ବଲାଙ୍ଗିର ପୌରାଂଚଳରୁ ୬୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨୬ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୪ରୁ ୧, ୧୫ରୁ ୧, ୧୨ରୁ ୧, ୧୪ରୁ ୧, ୧୯ରୁ ୧, ୧ରୁ ୨, ୪ରୁ ୩, ୫ରୁ ୩, ୭ରୁ ୩, ୯ରୁ ୩, ୨୦ରୁ ୪, ୨୧ରୁ ୪, ୨ରୁ ୬, ୧୮ରୁ ୭, ୬ରୁ ୭, ୧୫ରୁ ୯ ଓ ୧୦ରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳର ୱାର୍ଡ ନଂ.୧୦ରୁ ୧, ୧୨ରୁ ୧, ୧୪ରୁ ୧, ୯ରୁ ୧, ୧୫ରୁ ୨, ୪ରୁ ୨, ୧ରୁ ୩, ୧୩ରୁ ୩, ୫ରୁ ୩, ୩ରୁ ୪ ଓ ୮ରୁ ୬ ଜଣ ଓ ସମୁଦାୟ ୨୭ ଜଣ ଚିହ୍ନଟ ହୋଇଛନ୍ତି ।

ଆଗଲପୁର ବ୍ଲକରୁ ୧୯ ଜଣ, ବଲାଙ୍ଗିର ବ୍ଲକରୁ ୧୧ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୪୨ ଜଣ, ବେଲପଡ଼ା ବ୍ଳକରୁ ୧୩ ଜଣ, ଦେଓଗାଁ ବ୍ଲକରୁ ୩୮ ଜଣ, ଗୁଡ଼ଭେଲା ବ୍ଲକରୁ ୨୮ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୫ ଜଣ, ଖପ୍ରାଖୋଲ ବ୍ଲକରୁ ୫ ଜଣ, ଲୋଇସିଂହା ବ୍ଲକରୁ ୧୧ ଜଣ, ମୁରିବାହାଲ ବ୍ଲକରୁ ୯ ଜଣ, ପାଟଣାଗଡ଼ ବ୍ଲକରୁ ୧୨ ଜଣ, ପାଟଣାଗଡ଼ ଏନ୍‌ଏସି ଅଂଚଳରୁ ୨ ଜଣ, ପୁଇଁନ୍ତଲା ବ୍ଲକରୁ ୧୬ ଜଣ, ସଇଁନ୍ତଲା ବ୍ଲକରୁ ୮୦ ଜଣ, ଟିଟିଲାଗଡ଼ ବ୍ଲକରୁ ୧୧ ଜଣ, ତୁରେକେଲା ବ୍ଳକରୁ ୨୨ ଜଣ, ତୁଷୁରା ଏନ୍‌ଏସି ଅଂଚଳରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୩୦୦୨ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.

18 + 20 =

error: Content is protected !!