Daily Archives

କରୋନା ଟୀକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ

ନୂଆଦିଲ୍ଲୀ : କରୋନା ଟୀକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ସେ ପ୍ରଥମ ଡୋଜ୍ ଟୀକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ଟୀକା ନେଉଥିବା ସମୟର ଫଟୋ ସେୟାର କରି ଅନ୍ୟମାନଙ୍କୁ ଟୀକା ନେବାକୁ ଅନୁରୋଧ କରିଛନ୍ତି ବିରାଟ କୋହଲି । ସେହିପରି ଆଜି ଫାଷ୍ଟ ବୋଲର ଇଶାନ୍ତ ଶର୍ମା
Read More...

ବଲାଙ୍ଗିର ଜିଲ୍ଲାରେ ୨୭୪ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୪୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨୭୪ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୪୪ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୧୧ରୁ ୧, ୧୩ରୁ ୧, ୧୪ରୁ ୧, ୧୭ରୁ ୧, ୧୮ରୁ ୧,
Read More...

ବିହାରର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଲା

ବକ୍ସର : ବିହାରର ବକ୍ସର ଜିଲ୍ଲାର ଚାଉସା ବ୍ଲକର ଚାଉସା କ୍ରେମେଟୋରିୟମରେ ଗଙ୍ଗା ନଦୀରେ ଅତି କମ୍‌ରେ ୪୦ଟି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସ୍ଥାନୀୟ ପ୍ରଶାସନ ଏହା ନିଶ୍ଚିତ କରିଛି । କିନ୍ତୁ ସ୍ଥାନୀୟ ସାମ୍ବାଦିକମାନେ ଦାବୀ କରିଛନ୍ତି ଯେ, ସେମାନେ
Read More...

କରୋନାରେ ଆକ୍ରାନ୍ତ ହେଲେ ଜୁନିୟର ଏନଟିଆର୍

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହୋଇଛନ୍ତି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଜୁନିୟର ଏନଟିଆର୍ । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରି ଏହାର ସୂଚନା ଦେଇଛନ୍ତି । ତେବେ ତାଙ୍କର ପିଜିଟିଭ୍‌ ଆସିବା ପରେ ସେ ଏବଂ ତାଙ୍କ
Read More...

ଏଣିକି ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବ ନାହିଁ : ଗଞ୍ଜାମ ଜିଲ୍ଲାପାଳ

ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ସେବନ ଜୀବନ ପ୍ରତି ବିପଦଶୁଭକାର୍ଯ୍ୟ ବିବାହ ଓ ବ୍ରତ ଆଦି ସକାଶେ ଅନୁମତି ଗ୍ରହଣ ଜରୁରୀବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋଭିଡ୍ ପରିଚାଳନା ବୈଠକରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତ୍ତି
Read More...

ହରିୟାଣା ସରକାରଙ୍କ ବଡ ନିଷ୍ପତ୍ତି : ୫ ହଜାର ଟଙ୍କା ଲେଖାଏଁ ଗରିବ ଲୋକଙ୍କୁ ଦିଆଯିବ

ଚଣ୍ଡିଗଡ଼ : କରୋନା ଭାଇରସ ସଂକ୍ରମଣର ବୃଦ୍ଧି ଯୋଗୁଁ ବାଧ୍ୟତାମୂଳକ ପ୍ରତିବନ୍ଧକ ମଧ୍ୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହରିୟାଣା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦାରିଦ୍ର ସୀମାରେଖା (ବିପିଏଲ) ତଳେ ଥିବା ଲୋକଙ୍କୁ ରାଜ୍ୟ ସରକାର ୫ ହଜାର ଟଙ୍କା ଲେଖାଏଁ ଦେବେ । ଏହା
Read More...

କଂଟାବାଂଜିରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ

କଂଟାବାଂଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୯୪୮/ଏମରଜେନ୍ସି ଭି-୦୧/୨୧-ପି-ଆଇ ତା.୦୮.୦୫.୨୦୨୧ ମତେ ସୋମବାର ଦିନ କଂଟାବାଂଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମାଣ ହୋଇଥିବା ୩ ମହଳା ବିଶିଷ୍ଟ ଏମ.ସି.ଏଚ. ବିଲଡିଙ୍ଗକୁ କୋଭିଡ କେୟାର ସେଂଟର ଭାବେ
Read More...

କଂଟାବାଂଜି ଏନ.ଏ.ସି.ଦ୍ୱାରା ଜବର ଦଖଲ ଉଚ୍ଛେଦ : ବଡବଡିଆଙ୍କୁ ମାଫ୍‌, ଗରୀବ ଉପରେ ଦାଉ ଅଭିଯୋଗ

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ଏନ.ଏ.ସି.ଦ୍ୱାରା ବଂଗୋମୁଣ୍ଡା ରେଲ ଫାଟକ ନିକଟରେ ଥିବା ସରକାରୀ ଜମି ଖାତା ନଂ. ୨୪୧ ପ୍ଲଟ ନଂ. ୨୪୧ କିସମ ରାସ୍ତା ଏରିଆ ଏ.୦.୧୦ଡି.ରେ ଅନାଧିକାର ନିର୍ମାଣ ହେଉଥିବା ଏକ ଘରକୁ ସୋମବାର ଦିନ ଜେସିଭି ଲଗାଇ ଊଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ
Read More...

ଲକ୍‌ଡାଉନ ବେଳେ କଂଟାବାଂଜି ରେଲବାଇ ପୋଲିସ ଫୋର୍ସର ବଡ ସଫଳତା : ପ୍ଲାଟଫର୍ମରୁ ୪୨ ବୋତଲ ବିଦେଶୀ ମଦ, ୩୫୦ ପାଉଚ୍‌…

କଂଟାବାଂଜି, (ମନୀଶ କୁମାର ହଂସ) : ଶନିବାର ଦ୍ୱୀପ୍ରହର ସମୟ ପ୍ରାୟ ଘଣ୍ଟା୨.୫୦ ମିନିଟରେ କଂଟାବାଂଜି ରେଲବାଇ ପୋଲିସ ଫୋର୍ସ ପ୍ଲାଟଫର୍ମ ନଂ.୧ରୁ ୪୨ ବେତଲ ବିଦେଶୀ ମଦ, ୩୫୦ ଦେଶୀ ପାଉଚ୍‌ ମହୁଲି ମଦ ସହ ୩ଜଣକୁ ଗରିଫ କରି ଅଧିକ ଅନୁସଂଧାନ ଯାରି ରହିଛି । ମିଳିଥିବା ସୂଚନା ଅନୁସାରେ ଗତ ତା.
Read More...

କାଗଜପତ୍ରରେ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି ପ୍ରଶାସନ, ଫାଇନ ନାଁରେ ଟଙ୍କା ଆଦାୟରେ ବ୍ୟସ୍ତ ପୋଲିସ : ସାଧାରଣରେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଜନ ମାନସକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ବାହାରୁ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ
Read More...