om academy

କରୋନାରେ ଆକ୍ରାନ୍ତ ହେଲେ ଜୁନିୟର ଏନଟିଆର୍

jsm

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହୋଇଛନ୍ତି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଜୁନିୟର ଏନଟିଆର୍ । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରି ଏହାର ସୂଚନା ଦେଇଛନ୍ତି । ତେବେ ତାଙ୍କର ପିଜିଟିଭ୍‌ ଆସିବା ପରେ ସେ ଏବଂ ତାଙ୍କ ପୁରା ପରିବାର ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ।

Leave A Reply

Your email address will not be published.