Daily Archives

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏ ସରକାର ଏତେ ଭୟଭୀତ କାହିଁକି : ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡିକରେ କରୋନା ମହାମାରୀ ତାର ଭୟଙ୍କର ରୂପ ବିସ୍ତାର କରି ଚାଲିଛି । ଦୈନନ୍ଦିନ ପ୍ରତ୍ୟେକ ହସ୍ପିଟାଲରୁ ମୃତ୍ୟୁର ଖବର ଆସି ପହଂଚୁଛି । ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ
Read More...

ଲାଞ୍ଚ ନେବା ଭିଡ଼ିଓ ଭାଇରାଲ : ପାଟଣାଗଡ଼ ଏସଡ଼ିଏମଓଙ୍କୁ ବଦଳି, ତଦନ୍ତ ନିର୍ଦ୍ଦେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ତଳେ ପଟଣାଗଡ଼ ଏସ୍ଡ଼ିଏମଓ ବାଚସ୍ପତି ଦାଶ ଲାଞ୍ଚ ନେଉଥିବା ସଂକ୍ରାନ୍ତରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଆଜି ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ପୂର୍ବକ ଡା. ବାଚସ୍ପତି ଦାଶଙ୍କୁ ବଲାଙ୍ଗିର ବଦଳି କରାଯିବ ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ କରିଛନ୍ତି
Read More...

ବିରଳ ଗ୍ରୁପର ରକ୍ତଦାତା ରକ୍ତ ଦେଲେ

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : କରୋନା କାଳରେ ମଧ୍ୟ ସୁଦୂର ଦେଓଗାଁ ପାଖ ଗାଁ ଜନକପୁରର ଏବି ନେଗେଟିଭ ବିରଳ ରକ୍ତ ଗ୍ରୁପର ରକ୍ତଦାତା ଲିଙ୍ଗରାଜ ରାଉତ କଣ୍ଟାବାଞ୍ଜି ସ୍ଥିତ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରିଥିଲେ । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ଫୋନ ଯୋଗେ
Read More...

ପୁଣି କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ : ସାମ୍ବାଦିକ କିଶୋର ଚନ୍ଦ୍ର ଦାସ ଚାଲିଗଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁଣି କରୋନାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି । ପୋଲସରା ସମାଜ ପ୍ରତିନିଧି କିଶୋର ଚନ୍ଦ୍ର ଦାସଙ୍କ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେ ଓୟୁଜେର ବରିଷ୍ଠ ସଭ୍ୟ ଥିଲେ ।
Read More...

୨୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଉଦଳା ଉପକାରାଗାରରେ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଉପକାରାଗାରରେ ୨୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ଉଦଳା ଏନଏସି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଉଦଳା ଜେଲରେ ମୋଟ୍ ୧୧୨ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା । ତେବେ ୨୧ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ଆଜି
Read More...

ଅନୁଗୁଳରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ । ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ ଏହା କହିଛନ୍ତି । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଗୋଟିଏ
Read More...

ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ଵାରା ଆବୃତ ସଚେତନ ରଥ ଦ୍ଵାରା ଅଣ୍ଡା ଗ୍ରାମର ମାଇକ ଦ୍ୱାରା ସଚେତନ ବାର୍ତ୍ତା କରାଯାଇଥିଲା । ଗ୍ରାମର ଶାନ୍ତି କମିଟି ପକ୍ଷରୁ ଏହା
Read More...

କରୋନା ରୋଗୀଙ୍କୁ ସାକ୍ଷାତ କଲେ ହିଞ୍ଜିଳି ପୌରପରିଷଦ ଅଧିକାରୀ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ରବିବାର ସ୍ଥାନୀୟ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । ଏଠାରେ କଣ କଣ ସବୁ ସୁବିଧା ଅସୁବିଧା ରହିଛି ତାହା ଦେଖିବା ପାଇଁ ପିପିଇ କିଟ ପରିଧାନ କରି ଡିସିଏଚସିରେ ଭର୍ତ୍ତି ହୋଇଥିବା
Read More...

ରାଉରକେଲାରେ କୋଭିଡ୍‌ ୧୯ ଟୀକାକରଣ ପାଇଁ ନୂଆ ନିୟମ

ରାଉରକେଲା : ରାଉରକେଲାରେ କୋଭିଡ୍‌୧୯ ଟୀକାକରଣ ପାଇଁ ନୂଆ ନିୟମ ଆସନ୍ତା ମେ ୧୧ ତାରିଖରୁ ଲାଗୁ ହେବାକୁଯାଉଛି । ଦିନେ ଛଡ଼ା ଦିନେ ଟୀକାଦାନ ବ୍ୟବସ୍ଥା ଅନୁଯାୟୀ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବର୍ଗର ହିତାଧିକାରୀ ମାନଙ୍କୁ ଏବେ କେବଳ
Read More...

ଭୀମ ଭୋଇ ମେଡିକାଲରେ କାର୍ଯ୍ୟକ୍ଷମ ହେଲା କେନ୍ଦ୍ରୀୟ ଅମ୍ଳଜାନ ବିତରଣ କେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲ କଲେଜରେ କେନ୍ଦ୍ରୀୟ ଅମ୍ଳଜାନ ବିତରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା, ଡାକ୍ତରଖାନା ସୁପରିଷ୍ଟେଣ୍ଡେନ୍ଟ ଶ୍ରୀ ନାଏକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ଗରୁତୁର ରୋଗୀମାନଙ୍କୁ
Read More...