om academy

ବଲାଙ୍ଗିର ଜିଲ୍ଲାରେ ୨୭୪ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୪୪

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨୭୪ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୪୪ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୧୧ରୁ ୧, ୧୩ରୁ ୧, ୧୪ରୁ ୧, ୧୭ରୁ ୧, ୧୮ରୁ ୧, ୬ରୁ ୧, ୨୧ରୁ ୨, ୧୯ରୁ ୩, ୫ରୁ ୪, ୨୦ରୁ ୫, ୭ରୁ ୫, ୪ରୁ ୬ ଓ ୨ରୁ ୧୨ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି ।

ସେହିପରି ଆଗଲପୁର ବ୍ଲକରୁ ୫ ଜଣ, ବଲାଙ୍ଗିର ବ୍ଲକରୁ ୧୪ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୧୭ ଜଣ, ବେଲପଡ଼ା ବ୍ଲକରୁ ୨୦ ଜଣ, ଦେଓଗାଁ ବ୍ଲକରୁ ୩୧ ଜଣ, ଗୁଡ଼ଭେଲା ବ୍ଲକରୁ ୩୯ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୧୬ ଜଣ, ଖପ୍ରାଖୋଲ ବ୍ଲକରୁ ୨ ଜଣ, ଲୋଇସିଂହା ବ୍ଲକରୁ ୨ ଜଣ, ମୁରିବାହାଲ ବ୍ଲକରୁ ୯ ଜଣ, ପାଟଣାଗଡ଼ ବ୍ଲକରୁ ୬ ଜଣ, ପାଟଣାଗଡ଼ ଏନ୍‌ଏସିରୁ ୧ ଜଣ, ସଇଁନ୍ତଲା ବ୍ଲକରୁ ୩୩ ଜଣ, ଟିଟିଲାଗଡ଼ ବ୍ଲକରେ ୪ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୩, ତୁରେକେଲା ବ୍ଲକରୁ ୭ ଜଣ, ତୁଷୁରା ଏନ୍‌ଏସିରୁ ୧୪ ଜଣ ଏବଂ ପୁଇଁନ୍ତଲା ବ୍ଲକରୁ ୭ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.